Below header

ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଓ ବରିଷ୍ଠ ଆଇନଜୀବୀ କେ ଭି ବିଶ୍‌ନାଥନ ହେବେ ସୁପ୍ରିମକୋର୍ଟର ବିଚାରପତି

ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଓ ବରିଷ୍ଠ ଆଇନଜୀବୀ କେ ଭି ବିଶ୍‌ନାଥନ ହେବେ ସୁପ୍ରିମକୋର୍ଟର ବିଚାରପତି। ସୁପ୍ରିମକୋର୍ଟରେ ଦୁଇ ନୂଆ ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ କଲେ ସୁପାରିଶ। ସୁପ୍ରିମକୋର୍ଟରେ ଅନୁମୋଦିତ ବିଚାରପତିଙ୍କ ସଂଖ୍ଯା ୩୪ ହୋଇଥିବା ବେଳେ ଏବେ ଅଛନ୍ତି ୩୨ ଜଣ ବିଚାରପତି।

କଟକ(କେନ୍ୟୁଜ) : ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଓ ବରିଷ୍ଠ ଆଇନଜୀବୀ କେ ଭି ବିଶ୍‌ନାଥନ ହେବେ ସୁପ୍ରିମକୋର୍ଟର ବିଚାରପତି। ସୁପ୍ରିମକୋର୍ଟରେ ଦୁଇ ନୂଆ ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ କଲେ ସୁପାରିଶ। ସୁପ୍ରିମକୋର୍ଟରେ ଅନୁମୋଦିତ ବିଚାରପତିଙ୍କ ସଂଖ୍ଯା ୩୪ ହୋଇଥିବା ବେଳେ ଏବେ ଅଛନ୍ତି ୩୨ ଜଣ ବିଚାରପତି।
ଜୁଲାଇ ଦ୍ୱିତୀୟ ସପ୍ତାହ ସୁଦ୍ଧା ସୁପ୍ରିମକୋର୍ଟର ଆଉ ଚାରି ଜଣ ବିଚାରପତି ଅବସର ନେବାକୁ ଯାଉଛନ୍ତି। ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଏବେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ମୁଖ୍ଯ ବିଚାରପତି ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.