Below header

ଛତିଶଗଡରେ ମାଓବାଦୀଙ୍କ IED ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲେ ୩୦ ଯବାନ

ଛତିଶଗଡ: ଅଳ୍ପକେ ବର୍ତ୍ତିଲେ ୩୦ ଯବାନ । ଛତିଶଗଡରେ ମାଓବାଦୀଙ୍କ IEDବିସ୍ଫୋରଣରେ ଯବାନ ଗୁରୁତର ହୋଇଛନ୍ତି। ବିଜାପୁର ବାସାଗୁଡା ଜଙ୍ଗଲରେ IED ବିସ୍ଫୋରଣ ହୋଇଛି। ଗୁରୁତର ଯବାନଙ୍କୁ ବିଜାପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି। ଗୁରୁତର ଯବାନ ହେଲେ ମୁନା କୁମାର । କମ୍ବିଂ ଅପରେସନରେ ଯିବାବେଳେ IED ବିସ୍ଫୋରଣ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.