Browsing Tag

IED Blast

ପୁଣି ମାତିଲେ ମାଓବାଦୀ, ବିସ୍ପୋରଣରେ ଜଣେ ଶ୍ରମିକଙ୍କ ମୃତ୍ୟୁ, ସିଆରପିଏଫ୍ ଯବାନ ଗୁରୁତର

ମାଲକାନଗିରି : ପୁଣି ମାତିଲେ ମାଓବାଦୀ  । ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦନ୍ତେୱାଡ଼ା ଜିଲ୍ଲା ଓ ନାରାୟଣପୁର ଜିଲ୍ଲାରେ ମାଓ ହମଲା । ଦାନ୍ତେୱାଡ଼ାରେ IED ବିସ୍ଫୋରଣରେ ଜଣେ ସିଆରପିଏଫ୍ ଯବାନ ଗୁରୁତର ହୋଇଛନ୍ତି । ମାଓ ଦମନ ଅପରେସନ୍ ରେ ଯିବା ବେଳେ ବିସ୍ଫୋରଣ ହୋଇଥିଲା । ସେପଟେ ନାରାୟଣପୁର…

ଜମ୍ମୁରେ IED ବିସ୍ଫୋରଣ, ୨ ଯବାନ ସହିଦ, ସର୍ଚ୍ଚ ଅପରେସନ ଜାରି

ଜମ୍ମୁର ଅଖନୁର ସେକ୍ଟରରେ ଫରୱାର୍ଡ ପୋଷ୍ଟରେ ଆଇଇଡି ବିସ୍ଫୋରଣ ହେବା ଯୋଗୁଁ ଦୁଇ ସେନା ଯବାନ ସହିଦ ହୋଇଛନ୍ତି । ଯବାନ ପାଟ୍ରୋଲିଂ କରୁଥିବା ସମୟରେ ଆଇଇଡି ବିସ୍ଫୋରଣ ହୋଇଥିଲା । ଆତଙ୍କୀଙ୍କ ଦ୍ବାରା ଆଇଡି ଖଞ୍ଜା ଯାଇଥିବା ଅନୁମାନ କରାଯାଉଛି । ସେନା ଦ୍ବାରା ସ୍ଥାନୀୟ ଅଞ୍ଚଳରେ ଏବେ ସର୍ଚ୍ଚ…

ଛତିଶଗଡ଼ରେ IED ବିସ୍ଫୋରଣରେ ୮ ଯବାନ ସହିଦ, ହମଲା ପରେ ସର୍ଚ୍ଚ ଅପରେସନ ଜୋରଦାର

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ବଡ଼ଧରଣର ନକ୍ସଲ ହମଲା ପରେ ସର୍ଚ୍ଚ ଅପରେସନ ଜୋରଦାର। ଆଣ୍ଟି ନକ୍ସଲ ଅପରେସନ ସାରି ଫେରୁଥିବା ବେଳେ ଡିଆରଜି ଯବାନଙ୍କ ଗାଡ଼ିକୁ ଆଇଇଡି ବ୍ଲାଷ୍ଟ କରି ଉଡ଼ାଇ ଦେଇଥିଲେ ମାଓବାଦୀ । ବିସ୍ଫୋରଣରେ ୮ଜଣ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ସହିଦ ଓ…

ଛତିଶଗଡ ବିଜାପୁରରେ ବଡ ଧରଣର ହାମଲା, ୯ ଯବାନ ସହିଦ

ବିଜାପୁର : ଛତିଶଗଡ଼ ବିଜାପୁରରେ ମାଓବାଦୀଙ୍କ IED ବିସ୍ଫୋରଣ ।  IED ବିସ୍ଫୋରଣରେ ଉଡ଼ିଲା ଯବାନଙ୍କ ଗାଡ଼ି ।  ବିସ୍ଫୋରଣରେ ବିସ୍ଫୋରଣରେ ୮ ଡିଆରଜି ଯବାନ ଓ ଜଣେ ଡ୍ରାଇଭର ସହିଦ ହୋଇଛନ୍ତି ।  ସହିଦଙ୍କ ସଂଖ୍ୟା ଆହୁରି ବଢ଼ିବା ସମ୍ଭାବନା ରହିଛି ।  ବିଜାପୁରରେ ଡିଆରଜି ଯବାନ କମ୍ବିଂ କରି…

ମାଲକାନଗିରି: ଲ୍ୟାଣ୍ଡମାଇନ ବିସ୍ଫୋରଣ, ୫ ଯବାନ ଆହତ

ମାଲକାନଗିରି: ଲ୍ୟାଣ୍ଡମାଇନ ବିସ୍ଫୋରଣ, ୫ ଯବାନ ଆହତ । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ।  ଅଳ୍ପକେ ବର୍ତ୍ତିଲେ ୩୦ ଯବାନ ।  ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଟେରାମ ଏବଂ ଗୁଡୁମ ମଧ୍ୟରେ ବିସ୍ଫୋରଣ ହୋଇଛି । ସିଆରପିଏଫ୍ ଯବାନ ସର୍ଚ୍ଚ ଅପରେସନ…

ଛତିଶଗଡ : ଆଇଇଡି ବିସ୍ଫୋରଣରେ ୨ ଯବାନ ସହିଦ, ୪ ଗୁରୁତର

ଛତିଶଗଡରେ ନକ୍ସଲଙ୍କ ଉପରେ ଲଗାତାର ଆକ୍ରମଣ ଜାରି ରହିଛି । ନକ୍ସଲଙ୍କୁ ଖୋଜି ଖୋଜି ନିପାତ ପାଇଁ ନିର୍ଦ୍ଦେଶ ରହିଛି । ଏହାସତ୍ତ୍ୱେ ମଧ୍ୟ ନକ୍ସଲମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିବାରେ ଲାଗିଛନ୍ତି । ଛତିଶଗଡ ସୀମାରୁ ସେଟ୍‌ ଅଞ୍ଚଳରେ ସୁରକ୍ଷାକର୍ମୀ ୧୨ ନକ୍ସଲଙ୍କୁ ନିପାତ କରିବାର…

ବେଙ୍ଗାଲୁରୁ ରାମେଶ୍ୱରମ କାଫେ ବିସ୍ଫୋରଣ : ସିସିଟିଭିରେ କଏଦ ହେଲା ସନ୍ଦିଗ୍ଧ, ଅଭିଯୁକ୍ତକୁ ଖୋଜୁଛି ପୋଲିସ

ବେଙ୍ଗାଲୁରୁ ରାମେଶ୍ୱରମର ଏକ କାଫେରେ ବିସ୍ଫୋରଣ ଘଟାଇଥିବା ସନ୍ଦିିଗ୍ଧ ଏବେ ସିସିଟିଭି ଫୁଟେଜରେ । ବେଙ୍ଗାଲୁରୁ ରମେଶ୍ୱରମ କ୍ୟାଫେ ବିସ୍ଫୋରଣରେ ସନ୍ଦିଗ୍ଧ ବ୍ୟକ୍ତି ବ୍ୟାଗ ଧରି ରେଷ୍ଟୁରାଣ୍ଟ ଆଡକୁ ଯାଉଛି, ଯେଉଁଥିରେ ବିସ୍ଫୋରକ ଉପକରଣ ସବୁ ରହିଛି । ପୋଲିସ ସିସିଟିଭି ଫୁଟେଜ ଆଧାରରେ…

ସର୍ଚ୍ଚ ଅପରେସନ୍ ବେଳେ ଆଇଇଡି ବିସ୍ଫୋରଣ: ୩ ଯବାନ ଗୁରୁତର

ବୌଦ୍ଧ (କେନ୍ୟୁଜ): ସର୍ଚ୍ଚ ଅପରେସନ୍ ବେଳେ ଆଇଇଡି ବିସ୍ଫୋରଣ । ଏଥିରେ ୩ ଜଣ ଯବାନ ଗୁରୁତର ହୋଇଛନ୍ତି । ବୌଦ୍ଧ ଜିଲ୍ଲା ବାତେପଙ୍ଗା ଜଙ୍ଗଲରେ ଏହି ଘଟଣା ଘଟିଛି । ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ୍ କରୁଥିଲେ । ଏତିକିବେଳେ ଆଇଇଡି ବିସ୍ଫୋରଣ ହୋଇଥିବା ବୌଦ୍ଧ ଏସପି ରାଜପ୍ରସାଦଙ୍କ ସୂଚନା ।…

IED ବିସ୍ଫୋରଣ: ୨ ଏସ୍‌ଓଜି ଯବାନ ଗୁରୁତର

ବାଲିଗୁଡ଼ା (କେନ୍ୟୁଜ): IED ବିସ୍ଫୋରଣରେ ୨ ଯବାନ ଗୁରୁତର। ବାଲିଗୁଡ଼ା ତୁମୁଡିବନ୍ଧ ଥାନା ସିର୍ଲା ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ ଉପରେ ମାଓବାଦୀଙ୍କ ଆକ୍ରମଣ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀଙ୍କ ପକ୍ଷରୁ ଜଙ୍ଗଲରେ ଲ୍ୟାଣ୍ଡମାଇନ ଖଞ୍ଜା ଯାଇଥିଲା। ଆକ୍ରମଣରେ ଦୁଇ ଜଣ ଯବାନ…

ଛତିଶଗଡ଼: ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପୂର୍ବରୁ ନକ୍ସଲ ଆକ୍ରମଣ, IED ବିସ୍ଫୋରଣରେ ଜଣେ ଯବାନ ସହିଦ

ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପୂର୍ବରୁ ହୋଇଛି ନକ୍ସଲ ଆକ୍ରମଣ। ନକ୍ସଲମାନେ ନାରାୟଣପୁରରେ IED ବ୍ଲାଷ୍ଟ୍‍ କରିଛନ୍ତି। ଏହି ଆକ୍ରମଣରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ରାଜଧାନୀରେ ଆୟୋଜିତ ସମାରୋହରେ ଯେତେବେଳେ ବିଷ୍ଣୁଦେଓ ସାଏ ସିଏମ୍‌ ପଦର ଶପଥ…

କେରଳ ଏର୍ଣ୍ଣାକୁଲମ କନ୍‌ଭେନସନ ସେଣ୍ଟର ବିସ୍ଫୋରଣ, ଟିଫିନ ବୋମା ଏବଂ ଆଇଇଡି ବିସ୍ଫୋରକ ଭିତରକୁ ଲୁଚାଇ ନିଆଯାଇଥିଲା

କେରଳ ଏର୍ଣ୍ଣାକୁଲମ କନ୍ଭେନସନ୍ ହଲରେ ପ୍ରାର୍ଥନା ବେଳେ ହୋଇଥିବା ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୬ ଜଣ ଆହତ ହୋଇଛନ୍ତି । ଅନେକ ଗୁରୁତର ରହିଛନ୍ତି । ତେବେ ଏହି ମାମଲାର ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ବିସ୍ଫୋରଣ ପାଇଁ ଆଇଇଡି ବିସ୍ଫୋରକ ସାମଗ୍ରୀକୁ ଟିଫିନ ଭିତରେ ଲୁଚାଇ…

ଛତିଶଗଡ଼ ସୁକମାରେ IED ବିସ୍ଫୋରଣ: ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ସହିଦ, ୯ ଯବାନ ଗୁରୁତର ଆହତ

ଶନିବାର ରାତିରେ ଛତିଶଗଡର ସୁକୁମା ଜିଲ୍ଲାର ତାଦମେତଲା ଅଞ୍ଚଳରେ ମାଓବାଦୀଙ୍କ ‘ଆଇଇଡି’ ବିସ୍ଫୋରଣରେ ସିଆରପିଏଫ, ‘କମାଣ୍ଡୋ ବାଟାଲିୟନ୍ ଫର୍ ରିଜୋଲ୍ୟୁଟ୍ ଆକ୍ସନ୍’ (କୋବ୍ରା) ବାଟାଲିୟନ୍ ଉପରେ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ଆସିଷ୍ଟାଣ୍ଟ୍ କମାଣ୍ଡାଣ୍ଟ୍ ସହିଦ ହୋଇଥିବା ବେଳେ ଅନ୍ୟ ୭ ଜଣ…