Below header

ଆଫ୍ରିକୀୟ ଦେଶ ମାଲିରେ ଧସିଲା ସୁନା ଖଣି, ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ଆଫ୍ରିକୀୟ ଦେଶ ମାଲିରେ ଧସିଲା ସୁନା ଖଣି । ଏଥିରେ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଖଣିରେ କିଛି ଜଣ ଏବେ ବି ଫଶି ରହିଥିବା ଆଶଙ୍କା କରାଯାଉଛି । ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ମୃତକଙ୍କ ପରିବାରକୁ ମାଲି ସରକାର ସମବେଦନା ଜଣାଇଛନ୍ତି।

ନୂଆଦିଲ୍ଲୀ : ଆଫ୍ରିକୀୟ ଦେଶ ମାଲିରେ ଧସିଲା ସୁନା ଖଣି । ଏଥିରେ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଖଣିରେ କିଛି ଜଣ ଏବେ ବି ଫଶି ରହିଥିବା ଆଶଙ୍କା କରାଯାଉଛି । ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ମୃତକଙ୍କ ପରିବାରକୁ ମାଲି ସରକାର ସମବେଦନା ଜଣାଇଛନ୍ତି। ଗତ ସପ୍ତାହରେ ମାଲିରେ ସୁନା ଖଣି ହଠାତ ଧିସିଥିଲା । ଏହା ପରେ ଉଦ୍ଧାର କାର୍ଯ୍ୟ ଚାଲିଥିଲା । ଏ ପର୍ଯ୍ୟନ୍ତ ୭୩ ମୃତଦେହ ମିଳିଛି । ମାଲିରେ ବିଶ୍ବର ଅଧିକାଂଶ ସୁନା ଖଣି ରହିଛି । ୨୦୨୨ ମସିହାରେ ମାଲିରୁ ୭୨ ଦଶମିକ ୨ ଟନ ସୁନା ଉତ୍ପାଦନ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.