Below header

୮୭ ବର୍ଷ ପରେ ଗଣତନ୍ତ୍ର ଦିବସ ପରେଡ୍‌ରେ ଭାଗ ନେବେ ଅଶ୍ୱାରୋହୀ ଟିମ୍‌

ଜାନୁଆରୀ ୨୬ ରେ ପୁଣିଥରେ ଘୋଡ଼ା ଉପରେ ବସିଥିବା ପୋଲିସଙ୍କୁ ପୋଲିସ ବାହିନୀରେ ସାମିଲ କରାଯିବ। ଦୀର୍ଘ ୮୭ ବର୍ଷ ପରେ ମହାରାଷ୍ଟ୍ର ପୋଲିସ ବାହିନୀରେ ଏହି ଅଶ୍ୱାରୋହୀ ବଳକୁ ପୁଣି ଥରେ ସାମିଲ କରାଯିବ।

Image result for horse team in parade india

ରାଜ୍ୟର ଗୃହ ବିଭାଗ ୩୦ ଅଶ୍ୱାରୋହୀ ଓ ୩୮ଟି ସ୍ୱତନ୍ତ୍ର ପ୍ରଶିକ୍ଷଣପ୍ରାପ୍ତ ପୋଲିସ କର୍ମୀଙ୍କ ସହ ଘୋଡ଼ାଚଢ଼ାଳୀଙ୍କ ଆଉ ଏକ ବାହିନୀ ଗଠନ କରିବାକୁ ମଞ୍ଜୁରୀ ଦେଇଛନ୍ତି। ଏହି ଅଶ୍ୱାରୋହୀମାନେ ଶିବାଜୀ ପାର୍କରେ ଆୟୋଜିତ ହେବାକୁ ଥିବା ଗଣତନ୍ତ୍ର ଦିବସ ପରେଡ୍‌ରେ ଭାଗ ନେବେ। ଏବେଠୁ ହିଁ ଏମାନେ ପୂର୍ବାଭ୍ୟାସ ଆରମ୍ଭ କରିଦେଇଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.