Below header
Browsing Tag

republic day 2020

ଏଭଳି ଢଙ୍ଗରେ ସାଧାରଣତନ୍ତ୍ର ଦିବସ ପାଳନ କଲେ ତୈମୁର ଅଲ୍ଲୀ ଖାନ୍‌, ଦେଖନ୍ତୁ ଭାଇରାଲ ଫଟୋ

ଜାନୁଆରୀ ୨୬ ତାରିଖରେ ସାରା ଦେଶରେ ପାଳିତ ହୋଇଯାଇଛି ୭୧ ତମ ସାଧାରଣତନ୍ତ୍ର ଦିବସ। ଏ ଅବସରରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ପତାକା ଧରି ଭାରତମାତାଙ୍କୁ ସମ୍ମାନ ଜଣାଇଥିଲେ। ବଲିଉଡ୍‌ର ଅନେକ ସେଲିବ୍ରିଟି ମଧ୍ୟ ଏ ଅବସରରେ ଫ୍ୟାନ୍‌ଙ୍କୁ ଅଭିନନ୍ଦନ…

୭୧ ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ଶକ୍ତି ପ୍ରଦର୍ଶନ କଲେ ନାରୀ, ପ୍ୟାରେଡ୍‌ରେ ପ୍ରଥମ ଥର ପାଇଁ ବାଇକ୍‌ ଷ୍ଟଣ୍ଟ…

ଆଜି ସାରା ଭାରତବର୍ଷରେ ପାଳିତ ହେଉଛି ୭୧ ତମ ସାଧାରଣତନ୍ତ୍ର ଦିବସ। ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ଦିଲ୍ଲୀର ରାଜପଥରେ ସେନା ବାହିନୀ ତରଫରୁ ପରାକ୍ରମ ପ୍ରଦର୍ଶନ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପର୍ଯ୍ୟନ୍ତ ସମସ୍ତେ ଏ…

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ ପାଇଁ ଆଜି ସରିଲା ଫୁଲଡ୍ରେସ ରିହରସଲ,ପ୍ରଥମ ଥର ପରେଡରେ ସାମିଲ ହୋଇଛି ଏସଓଜି

ଭୁବନେଶ୍ୱର(କେନ୍ୟୁଜ୍):  ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଫୁଲଡ୍ରେସ ରିହରସଲ । ଓଡ଼ିଶା ପୋଲିସ, ଅଗ୍ନିଶମ ବାହିନୀ, ଆରପିଏଫ, ଟ୍ରାଫିକ ପୋଲିସ, ସ୍କେଟିଂ ଟିମ ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଅଭ୍ୟାସ । ସାମିଲ ହୋଇଛନ୍ତି ୪୮ଟି ଟ୍ରୁପ । ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା…

୮୭ ବର୍ଷ ପରେ ଗଣତନ୍ତ୍ର ଦିବସ ପରେଡ୍‌ରେ ଭାଗ ନେବେ ଅଶ୍ୱାରୋହୀ ଟିମ୍‌

ଜାନୁଆରୀ ୨୬ ରେ ପୁଣିଥରେ ଘୋଡ଼ା ଉପରେ ବସିଥିବା ପୋଲିସଙ୍କୁ ପୋଲିସ ବାହିନୀରେ ସାମିଲ କରାଯିବ। ଦୀର୍ଘ ୮୭ ବର୍ଷ ପରେ ମହାରାଷ୍ଟ୍ର ପୋଲିସ ବାହିନୀରେ ଏହି ଅଶ୍ୱାରୋହୀ ବଳକୁ ପୁଣି ଥରେ ସାମିଲ କରାଯିବ। ରାଜ୍ୟର ଗୃହ ବିଭାଗ ୩୦ ଅଶ୍ୱାରୋହୀ ଓ ୩୮ଟି ସ୍ୱତନ୍ତ୍ର ପ୍ରଶିକ୍ଷଣପ୍ରାପ୍ତ…

୨୦୨୦ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥିଭାବେ ଯୋଗଦେବେ ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସୋନାରୋ

ବ୍ରାଜିଲ୍‌ ରାଷ୍ଟ୍ରପତି ଜାୟର ବୋଲସୋନାରୋ ୨୦୨୦ ଜାନୁୟାରୀ ୨୬ ଅବସରରେ ଅନୁଷ୍ଠିତ ହେବାକୁ ଥିବା ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ ରକ୍ଷା କରି ବୋଲସୋନାରୋ ଭାରତ ଆସିବେ ବୋଲି ବୁଧବାର ସୂଚନା ଦେଇଛନ୍ତି। ଏହାସହ…