Below header

ଡାଉନ ହୋଇଗଲା ହ୍ଵାଟ୍‌ସ ଆପ୍‌; ପଠେଇ ହେଉନାହିଁ ଫଟୋ, ଭିଡିଓ, ଷ୍ଟାଟସ ଓ ଷ୍ଟିକର

କାମ କରୁନାହିଁ ହ୍ଵାଟ୍‌ସ ଆପ୍‌। ଆଣ୍ଡ୍ରଏଡ ଫୋନ ଓ ଆପଲ ଫୋନରେ କାମ କରୁନାହଁ ହ୍ଵାଟ୍‌ସ ଆପ୍‌। ପ୍ରାୟ ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ହେଲାଣି ହ୍ୱାଟ୍ସଆପରେ ଷ୍ଟିକର, ଫଟୋ ଓ ଭିଡିଓ ପଠାଇ ହେଉନାହିଁ ।

whatsap iamge ଯାହା ଫଳରେ  ଅସନ୍ତୋଷ ପ୍ରକାଶ କରିଛନ୍ତି ଏହାର ବ୍ୟବହାରକାରୀ।  ଯେହେତୁ  ହ୍ଵାଟ୍‌ସ ଆପ୍‌ କାମ କରୁନାହିଁ ଡିଜିଟାଲ ବ୍ୟବସାୟ ଓ ଗଣମାଧ୍ୟମ ସଂସ୍ଥାମାନଙ୍କର କାମ ପ୍ରାୟ ଧିମା ହୋଇଯାଇଛି । ତେବେ ଏହା କେଉଁ କାରଣରୁ ହୋଇଛି କିଛି ଜଣା ପଡିନାହିଁ। କିନ୍ତ  ଏହା ମଧ୍ୟରେ ହ୍ଵାଟ୍‌ସଆପ୍‌ରେ ଦୈନନ୍ଦିନ କାମ କରୁଥିବା ବ୍ୟବହାରକାରିଙ୍କ ମଧ୍ୟରେ  ଆଶଙ୍କା ପ୍ରକାଶ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.