ବୋରେଓ୍ଵଲ ଭିତରୁ ଉଦ୍ଧାର ହେଲା ବର୍ଷକର ନାବାଳିକା

ବାନ୍ଦା : ଉତ୍ତର ପ୍ରଦେଶର ବାନ୍ଦା ଅଞ୍ଚଳରେ ଥିବା ଏକ ଗାଁରେ ଜଣେ ବର୍ଷକର ଝିଅକୁ ବୋରେଓ୍ଵଲ ଭିତରୁ ଉଦ୍ଧାର କରାଯାଇଛି । ଏଠାକାର ପାଚୋଖର ଗାଁରେ ପିଲାଟି ବୋରେଓ୍ଵଲ ଭିତରେ ପଡ଼ି ଯାଇଥିଲା । ଅଗ୍ନିଶମ କର୍ମଚାରୀମାନେ ପ୍ରାୟ ୨ ଘଣ୍ଟା ପରିଶ୍ରମ କରି ତାକୁ ବୋରେଓ୍ଵଲ ଭିତରୁ ବାହାର କରିଥିଲେ । ପିଲାଟି ସୁସ୍ଥ ଅଛି । ତଥାପି ତାର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ତାକୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.