Below header

ଲକ୍ଷ୍ନୌରେ ବିସ୍ଫୋରଣ କରିବାର ଷଡ଼ଯନ୍ତ୍ରକୁ ପଣ୍ଡ କଲା ଏସ୍‌ଟିଏଫ୍‌

ନୂଆଦିଲ୍ଲୀ : ଲକ୍ଷ୍ନୌରେ ବଡ଼ ଧରଣର ବିସ୍ଫୋରଣ କରିବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା । ଆଜି କିନ୍ତୁ ଏହାକୁ ଉତ୍ତର ପ୍ରଦେଶ ଏସ୍‌ଟିଏଫ୍‌ ପଣ୍ଡ କରି ଦେଇଛି । ଦୁଇଜଣ ପିଏଫ୍‌ଆଇ ଆତଙ୍କବାଦୀଙ୍କୁ ଏସ୍‌ଟିଏଫ୍‌ ଗିରଫ କରିବା ସହ ବିପୁଳ ପରିମାଣରେ ବିସ୍ଫୋରକ ଜବତ କରିଛି । କେରଳରୁ ଆସିଥିବା ଏହି ଦୁଇ ଆତଙ୍କବାଦୀ କିଛି ବିଜେପି ଓ ଆରଏସ୍‌ଏସ୍‌ ନେତାଙ୍କୁ ଟାର୍ଗେଟ୍‌ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.