ପଣ୍ଡ ହେଲା ପାକ୍ ଆତଙ୍କବାଦୀଙ୍କ ବଡ଼ ଧରଣର ଆକ୍ରମଣ ଯୋଜନା, ଆତଙ୍କୀ ଜାହିଦ ଗିରଫ
ନୂଆଦିଲ୍ଲୀ : ପଣ୍ଡ ହେଲା ପାକ୍ ଆତଙ୍କବାଦୀଙ୍କ ବଡ଼ ଧରଣର ଆକ୍ରମଣ ଯୋଜନା। ମୁମ୍ବାଇ ଭଳି ହାଇଦ୍ରାବାଦରେ ମଧ୍ୟ କରିଥାନ୍ତେ ଭୟଙ୍କର ବିସ୍ଫୋରଣ। କୌଣସି ରାଲି ବା ସର୍ବସାଧାରଣ ସ୍ଥଳରେ ଲୋନ୍ ଉଲ୍ଫ ଆଟାକ କରିବାର ଥିଲା ପ୍ଲାନ। ହାଇଦ୍ରାବାଦରୁ ଗିରଫ ଆତଙ୍କବାଦୀ ଜାହିଦକୁ ପଚରାଉଚରା ପରେ ଏହା…