Below header

ଏ ବର୍ଷର ଶେଷ ମନ୍‌କୀ ବାତ୍‌ କାର୍ଯ୍ୟକ୍ରମ ଦ୍ୱାରା ଦେଶକୁ ସମ୍ବୋଦ୍ଧିତ କଲେ ମୋଦି, ନାଗରିକଙ୍କୁ ସ୍ୱଦେଶୀ ସାମଗ୍ରୀ କିଣିବାକୁ କଲେ ଅପିଲ

କେନ୍ୟୁଜ୍(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷର ଶେଷ ମନ୍‌କୀ ବାତ୍‌ କାର୍ଯ୍ୟକ୍ରମ ଦ୍ୱାରା ଦେଶକୁ ସମ୍ବୋଦ୍ଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଯୁବକଙ୍କୁ ବିଶୃଙ୍ଖଳା ଏବଂ ଜାତିବାଦ ଉପରେ ଘୃଣା ଭାବ ରହିଛି । ପିଏମ୍‌ ମୋଦି କହିଛନ୍ତି, ଆଜିର ଯୁବକ ବ୍ୟବସ୍ଥାକୁ ଅନୁସରଣ କରିବାକୁ ପସନ୍ଦ କରିଥାନ୍ତି । ଯୁବ ପିଢୀ କିଛି ନୂଆ ଓ ଭିନ୍ନ କରିବାକୁ ଚାହାଁନ୍ତି । ୨୦୨୨ରେ ଦେଶର ପ୍ରତିଟି ନାଗରିକ ସ୍ୱଦେଶୀ ସାମଗ୍ରୀ କିଣିବାକୁ ଅପିଲ କରିଛନ୍ତି ପିଏମ୍‌ ମୋଦି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.