Browsing Tag

narendra modi

ପଦ୍ମ ବିଭୂଷଣ ପଣ୍ଡୱାନୀ ଗାୟିକା ତୀଜନ ବାଈଙ୍କର ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ, କହିଲେ କଳା ଏବଂ ସଂସ୍କୃତି ଜଗତ…

ନୂଆଦିଲ୍ଲୀ : ଦେଶର ପ୍ରସିଦ୍ଧ ପଣ୍ଡୱାନୀ ଗାୟିକା ଏବଂ ପଦ୍ମ ବିଭୂଷଣ ପୁରସ୍କାରପ୍ରାପ୍ତ ଡ. ତୀଜନ ବାଈଙ୍କର ବିୟୋଗ ହୋଇଛି । ଛତିଶଗଡ଼ ରାୟପୁରର ଏମ୍ସରେ ୭୦ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରି କହିଛନ୍ତି,…

ଭେନେଜୁଏଲା ଶକ୍ତିଶାଳୀ ଭୂକମ୍ପକୁ ନେଇ ଦୁଃଖ ପ୍ରକାଶ କଲେ ମୋଦି, ବଢାଇଲେ ସହାୟତାର ହାତ

ନୂଆଦିଲ୍ଲୀ : ଭେନେଜୁଏଲାରେ ଆସିଥିବା ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ଝଟ୍କାରେ ସବୁକିଛି ଛାରଖାର ହୋଇଛି । ରାଜଧାନୀ କାରାକାସ ସମେତ ଅନେକ ସହରରେ ବଡ଼ ବଡ଼ ବିଲିଡିଂ ଧ୍ବଂସ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେନେଜୁଏଲାରେ ଆସିଥିବା ଭୂକମ୍ପ ଯୋଗୁଁ ଦୁଃଖ ପ୍ରକାଶ କରିଛନ୍ତି ।…

ବକ୍ରି ଇଦର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ, ମୁସଲମାନ ଭାଇ ଭଉଣୀଙ୍କୁ ଦେଲେ ବାର୍ତ୍ତା

ନୂଆଦିଲ୍ଲୀ : ସମଗ୍ର ଦେଶରେ ବକ୍ରି ଇଦ ଆଜି ପାଳନ କରାଯାଉଛି । ଏନେଇ ଦେଶର ସମସ୍ତ ମୁସଲମାନ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ । ରାଷ୍ଟ୍ରପତି ଏକ୍ସରେ ପୋଷ୍ଟ କରି କହିଛନ୍ତି, ଇଦ୍-ଉଲ୍-ଅଜହା ଅବସରରେ ସମସ୍ତ ଦେଶବାସୀ, ଖାସ୍ କରି ମୁସଲମାନ…

କେନ୍ଦ୍ରମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ, ମନ୍ତ୍ରୀମାନଙ୍କୁ ଦିଲ୍ଲୀ ନ ଛାଡିବାକୁ…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଗସ୍ତ ସାରି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ଫେରିବା ପରେ ଆଜି ବସିବ କେନ୍ଦ୍ର ମନ୍ତ୍ରୀପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୋଦି ୩.୦ ସରକାରର ବଡ଼ ସମୀକ୍ଷା ହେବ । ଆଜି ଅପରାହ୍ନ ୪ଟାରେ ଦିଲ୍ଲୀର ସେବା ତୀର୍ଥଠାରେ କେନ୍ଦ୍ର…

ରୋମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜର୍ଜିଆ ମେଲୋନିଙ୍କ ସହିତ ଡିନର କରିବା ପରେ ଗୋଟିଏ କାରରେ ବୁଲିଲେ

ନୂଆଦିଲ୍ଲୀ : ଇଟାଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ୟୁଏଇ, ନେଦରଲ୍ୟାଣ୍ଡ, ସ୍ୱିଡେନ ଏବଂ ନରୱେ ଗସ୍ତ କରିବା ପରେ ଇଟାଲୀରେ ପହଞ୍ଚିନ୍ତି । ରୋମରେ ପହଞ୍ଚିବା ମାତ୍ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେଠାରେ ଭବ୍ୟ ସ୍ୱାଗତ କରାଯାଇଛି । ରୋମରେ ଇଟାଲୀ ପ୍ରଧାନମନ୍ତ୍ରୀ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬ ଦିନିଆ ବିଦେଶ ଗସ୍ତ, ୫ଟି ଗୁରୁତ୍ବପୂର୍ଣ୍ଣ ରାଷ୍ଟ୍ର ସହ ସଂପର୍କ ମଜବୁତ କରିବ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୬ ଦିନିଆ ବିଦେଶ ଗସ୍ତରେ ରହିଛନ୍ତି । ୫ଟି ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ର ସହ ଭାରତର ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଏହା ଏକ ବଡ଼ କୂଟନୈତିକ ପଦକ୍ଷେପ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପ୍ରଥମେ ୟୁଏଇରୁ ଆରମ୍ଭ ହେବ । ଗସ୍ତର ପ୍ରଥମ…

ନିଜଠାରୁ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ, ତେଲ ବଞ୍ଚାଇବା ପାଇଁ ଅଧା କଲେ କାରକେଡରେ ଗାଡ଼ି ସଂଖ୍ୟା

ନୂଆଦିଲ୍ଲୀ : ଦେଶବାସୀଙ୍କୁ ଅପିଲ୍ ପରେ ନିଜେ ବଡ଼ ନିଷ୍ପତ୍ତି ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନିଜ ତରଫରୁ ସମସ୍ତଙ୍କୁ ଉଦାହରଣ ଦେଇଛନ୍ତି । ନିଜ କାରକେଡକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛନ୍ତି ପିଏମ୍ ମୋଦି । ପ୍ରଧାନମନ୍ତ୍ରୀ ନିଜେ ବ୍ୟବହାର କରୁଥିବା…

ସୋମନାଥ ମନ୍ଦିରକୁ ୭୫ ବର୍ଷ ପୂର୍ତ୍ତି, ୧୧ଟି ପବିତ୍ର ସ୍ଥାନର ଜଳରେ କୁମ୍ଭାଭିଷେକ ଏବଂ ଧ୍ବଜାରୋହଣ କଲେ…

ଗୁଜରାଟ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଗୁଜରାଟ ଗସ୍ତ କରିଛନ୍ତି । ଏଠାରେ ଆଜି ସୋମନାଥରେ ଭବ୍ୟ ରୋଡ ଶୋ କରିଛନ୍ତି । ରୋଡ୍ ଶୋ କରିବା ପରେ ପ୍ରଧାନମନ୍ତ୍ରୀ ସୋମନାଥ ମନ୍ଦିର ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ସୋମନାଥ ମନ୍ଦିରର ପୁନଃନିର୍ମାଣ ପରେ ଏହାର ଉଦଘାଟନକୁ ୭୫ ବର୍ଷ…

ପ୍ରଧାନମନ୍ତ୍ରୀ ୫୯୪ କିମି ଲମ୍ବା ଗଙ୍ଗା ଏକ୍ସପ୍ରେସ ୱେ କଲେ ଉଦ୍ଘାଟନ, ୧୨ ଜିଲ୍ଲାକୁ ଯୋଡିବ

ବାରାଣସୀ : ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୯୪ କିମି ଦୀର୍ଘ ଗଙ୍ଗା ଏକ୍ସପ୍ରେସ୍ ୱେକୁ ଉଦଘାଟନ କରିଛନ୍ତି । ପ୍ରାୟ ୩୬୨୩୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଗଙ୍ଗା ଏକ୍ସପ୍ରେସ ୱେ ହେଉଛି ଉତ୍ତର ପ୍ରଦେଶର ସବୁଠାରୁ ଲମ୍ବା ଏକ୍ସପ୍ରେସ ୱେ । ପ୍ରାୟ ୧ ହଜାର ୫୦ କୋଟି…

କାଶୀ ବିଶ୍ବନାଥ ମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦି, ବୈଦିକ ମନ୍ତ୍ରୋଚାରଣ ସହିତ କଲେ ପୂଜା

ବାରାଣସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଙ୍ଗା ଏକ୍ସପ୍ରେସ ୱେର ଉଦ୍ଘାଟନ କରିବେ । ଏହାପୂର୍ବରୁ ମୋଦିଜୀ ବାରାଣସୀର କାଶୀ ବିଶ୍ବନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି । ଏହାପରେ ହରଦୋଇୀ ମଲ୍ଲାଓ୍ବାରେ ଦେଶର ସବୁଠାରୁ ଲମ୍ବା ଏକ୍ସପ୍ରେସ ଓେ୍ବ ଗଙ୍ଗା ଏକ୍ସପ୍ରେସକୁ ଉଦଘାଟନ କରିବେ…

ଗ୍ୟାଙ୍ଗଟକ୍ ଯୁବପିଢିଙ୍କ ସହିତ ଫୁଟବଲ ଖେଳିଲେ ପ୍ରଧାନମନ୍ତ୍ରୀ ମୋଦି, ସୋସିଆଲ ମିଡିଆରେ ଫଟୋ କଲେ ପୋଷ୍ଟ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ସିକ୍କିମ ଗସ୍ତରେ ରହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ସିକ୍କିମର ୫୦ତମ ସ୍ଥାପନା ଦିବସ ସମାରୋହରେ ସାମିଲ ହୋଇଛନ୍ତି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଗ୍ୟାଙ୍ଗଟକର ଯୁବପିଢିଙ୍କ ସହିତ ଫୁଟବଲ୍ ଖେଳିଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ…

ଓଡ଼ିଶା ସମୃଦ୍ଧିର ନୂଆ ମାଇଲଖୁଣ୍ଟ ହାସଲ କରି ଚାଲିବ, ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁଵନେଶ୍ୱର : ଉତ୍କଳ ଦିବସରେ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରଧାନମନ୍ତ୍ରୀ ଚିଠି ଲେଖି, ଓଡ଼ିଶା ସମୃଦ୍ଧିର ନୂଆ ମାଇଲଖୁଣ୍ଟ ହାସଲ କରି ଚାଲିବ ବୋଲି କହିଛନ୍ତି । ଏହାସହ ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କରିଛ ନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ମହାପ୍ରଭୁ…