Below header

ଆସନ୍ତାକାଲି ଆକାଶରେ ଘଟିବ ଏଭଳି ବିରଳ ସଂଯୋଗ, ଏକା ସାଙ୍ଗରେ ଦୃଶ୍ୟମାନ ହେବେ ପାଞ୍ଚଟି ଗ୍ରହ

ଏକା ସାଙ୍ଗରେ ଆକାଶରେ ଦୃଶ୍ୟମାନ ହେବେ ପାଞ୍ଚଟି ଗ୍ରହ। ଆସନ୍ତାକାଲି ଆକାଶରେ ଘଟିବ ଏଭଳି ବିରଳ ସଂଯୋଗ। ଆସନ୍ତାକାଲି ସକାଳ ସମୟରେ ଆକାଶର ପୂର୍ବ ପଟେ ପାଞ୍ଚଟି ଗ୍ରହ ବୁଧ, ବୃହସ୍ପତି,ଶନି, ୟୁରାନସ ଓ ନେପଚ୍ୟୁନ ଏକା ସାଙ୍ଗରେ ଦେଖାଯିବେ।

ଏକା ସାଙ୍ଗରେ ଆକାଶରେ ଦୃଶ୍ୟମାନ ହେବେ ପାଞ୍ଚଟି ଗ୍ରହ। ଆସନ୍ତାକାଲି ଆକାଶରେ ଘଟିବ ଏଭଳି ବିରଳ ସଂଯୋଗ। ଆସନ୍ତାକାଲି ସକାଳ ସମୟରେ ଆକାଶର ପୂର୍ବ ପଟେ ପାଞ୍ଚଟି ଗ୍ରହ ବୁଧ, ବୃହସ୍ପତି,ଶନି, ୟୁରାନସ ଓ ନେପଚ୍ୟୁନ ଏକା ସାଙ୍ଗରେ ଦେଖାଯିବେ।

ପାଞ୍ଚଟି ଗ୍ରହ ମଧ୍ୟରୁ ସବୁଠାରୁ ଉଜ୍ଜ୍ୱଳ ଗ୍ରହ ଭାବେ ଦୃଶ୍ୟମାନ ହେବ ବୃହସ୍ପତି। ପୂର୍ବ ଆକାଶରେ ନିମ୍ନ ଭାଗରେ ବୃହସ୍ପତି, ତାର ଠିକ୍‌ ତଳକୁ ଶନି ଓ ବୁଧ ଗ୍ରହ ଦେଖାଯିବ। ତେବେ ଅନ୍ୟ ଦୁଇଟି ଗ୍ରହ ୟୁରାନସ ଓ ନେପଚ୍ୟୁନକୁ ଖାଲି ଆଖିରେ ଦେଖିବା ସମ୍ଭବ ହେବ ନାହିଁ। ସୂର୍ଯୋଦୟ ଠିକ୍‌ ପୂର୍ବରୁ ପ୍ରଦୁଷଣ ନଥିବା ଅଞ୍ଚଳରେ ହିଁ ଏହା ଦୃଶ୍ୟମାନ ହୋଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.