Browsing Tag

Planets

ଆସନ୍ତାକାଲି ଆକାଶରେ ଘଟିବ ଏଭଳି ବିରଳ ସଂଯୋଗ, ଏକା ସାଙ୍ଗରେ ଦୃଶ୍ୟମାନ ହେବେ ପାଞ୍ଚଟି ଗ୍ରହ

ଏକା ସାଙ୍ଗରେ ଆକାଶରେ ଦୃଶ୍ୟମାନ ହେବେ ପାଞ୍ଚଟି ଗ୍ରହ। ଆସନ୍ତାକାଲି ଆକାଶରେ ଘଟିବ ଏଭଳି ବିରଳ ସଂଯୋଗ। ଆସନ୍ତାକାଲି ସକାଳ ସମୟରେ ଆକାଶର ପୂର୍ବ ପଟେ ପାଞ୍ଚଟି ଗ୍ରହ ବୁଧ, ବୃହସ୍ପତି,ଶନି, ୟୁରାନସ ଓ ନେପଚ୍ୟୁନ ଏକା ସାଙ୍ଗରେ ଦେଖାଯିବେ। ପାଞ୍ଚଟି ଗ୍ରହ ମଧ୍ୟରୁ ସବୁଠାରୁ ଉଜ୍ଜ୍ୱଳ ଗ୍ରହ…

ଆଜି ଆକାଶରେ ଦିଶିବ ବିରଳ ଦୃଶ୍ୟ, ଗୋଟିଏ ଧାଡ଼ିରେ ଦୃଶ୍ୟମାନ ହେବେ ପାଞ୍ଚଟି ଗ୍ରହ

କେନ୍ୟୁଜ୍‌(ବ୍ୟୁରୋ): ଆଜି ଆକାଶରେ ଦିଶିବ ବିରଳ ଦୃଶ୍ୟ । ଗୋଟିଏ ଧାଡ଼ିରେ ଦୃଶ୍ୟମାନ ହେବେ ପାଞ୍ଚ ପାଞ୍ଚଟି ଗ୍ରହ । ବୃହସ୍ପତି, ବୁଧ, ଶୁକ୍ର, ୟୁରାନସ ଓ ମଙ୍ଗଳ ଗ୍ରହକୁ ଗୋଟିଏ ଧାଡ଼ିରେ ଦେଖିବାକୁ ମିଳିବ । ଚନ୍ଦ୍ରସହ ଏହିସବୁ ଗ୍ରହ ଧାଡ଼ିରେ ରହିବେ । ଏହା ଖୁବ ବିରଳ ଭାବେ ଘଟିଥାଏ ।…

ମକର ସଂକ୍ରାନ୍ତିରେ ଖେଚୁଡ଼ି ଭୋଗରେ କରନ୍ତୁ ନବଗ୍ରହଙ୍କୁ ଶାନ୍ତ, ନିଜେ ଖାଇବା ସହ ଅନ୍ୟମାନଙ୍କୁ ବାଣ୍ଟନ୍ତୁ

ଆସନ୍ତା କାଲି ମକର ସଂକ୍ରାନ୍ତି । ହିନ୍ଦୁ ମାନଙ୍କ ବଡ଼ ପର୍ବ ମଧ୍ୟରୁ ଏକ । ଏହିଦିନ ଆମ ଓଡ଼ିଆ ଘରେ ପ୍ରସ୍ତୁତ ହୋଇଥାଏ ସ୍ୱାଦିଷ୍ଟ ମକର ଚାଉଳ । ଏହାସହ ରାଶି ଗୁଡ଼ରେ ତିଆରି ମିଠା ଲଡ଼ୁ । ଭଗବାନଙ୍କୁ ଭୋଗ ଲଗାଇବା ପାଇଁ ଏସବୁକୁ ପୂଜା କରାଯାଏ । ଦ୍ୱିପ୍ରହର ସମୟରେ ତିଆରି ହୁଏ ଖେଚୁଡ଼ି ।…

କ’ଣ ପୃଥିବୀକୁ ଅନ୍ୟ ଗ୍ରହରୁ ଆସିପାରେ କି କୌଣସି ଭାଇରସ, ଜାଣନ୍ତୁ ଏହା ପଛର ସତ୍ୟତା

କରୋନା ଭାଇରସର ପ୍ରକୋପ ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି। ଏନେଇ ବୈଜ୍ଞାନିକମାନେ ଏହାର ଚିକିତ୍ସା ଏବଂ ଟୀକା ବାହାର କରିବା ନେଇ ଧର୍ଯ୍ୟର ସହ କାମ କରୁଛନ୍ତି। ସେହିଭଳି ଅଧିକାଂଶ ଲୋକମାନେ ଏହାର ଚିକିତ୍ସା ପାଇଁ ବ୍ୟସ୍ତ ହୋଇପଡିଛନ୍ତି। ଏହାମଧ୍ୟରେ ସୋସିଆଲ ମିଡିଆରେ ମଧ୍ୟ ଏହି…

ଚଳିତ ମାସ ଏହି ସବୁ ତାରିଖରେ ଆକାଶରେ ଦେଖିବାକୁ ମିଳିବ ବିରଳ ମହାଜାଗତିକ ଦୃଶ୍ୟ: ବୃହସ୍ପତି, ଶନି ଓ ମଙ୍ଗଳ ଗ୍ରହର…

ନୂଆଦିଲ୍ଲୀ: ଆକାଶରେ ଦେଖିବାକୁ ମିଳିବ ବିରଳ ମହାଜାଗତିକ ଦୃଶ୍ୟ। ବୃହସ୍ପତି, ଶନି ଓ ମଙ୍ଗଳ ଗ୍ରହର ଖୁବ୍‌ ପାଖରେ ରହିବ ଚନ୍ଦ୍ର। ଏହି ଦୃଶ୍ୟ ୧୬ , ୧୭ ଏବଂ ୨୫ ଓ ୨୭ ତାରିଖରେ ମଧ୍ୟ ଦୃଶ୍ୟମାନ ହେବ। ଏହି ତିନିଟି ଗ୍ରହ ଏପ୍ରିଲ ମାସସାରା ପାଖାପାଖି ରହିବେ। ପ୍ରତିଦିନ ଭୋର ସମୟରେ…

ଜାଣନ୍ତୁ ଜଳ କିପରି ଆପଣଙ୍କ ଗ୍ରହକୁ ପ୍ରଭାବିତ କରିଥାଏ

ଜୀବନ ପାଇଁ ଜଳ ଅତି ଆବଶ୍ୟକୀୟ। କାରଣ ଜଳ ହିଁ ଜୀବନ। ଏଥିସହ ବ୍ୟକ୍ତିର କ୍ଷମତା, ଭାବନା ମଧ୍ୟ ଜଳ ସହ ସମ୍ବନ୍ଧ ରଖିଥାଏ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଜଳର ମହତ୍ୱ ହେଉଛି ଆପଣଙ୍କ ଗ୍ରହକୁ ଜଳ କିପରି ପ୍ରଭାବିତ କରିଥାଏ। ପାଣି ସକରାତ୍ମକ ଏବଂ ନକରାତ୍ମକ ଉର୍ଜା ଆଣିଥାଏ। ଶରୀରର ଜଳ ତତ୍ତ୍ୱ…