Below header

ଇଣ୍ଡିଆ ମେଣ୍ଟର ନେତାଙ୍କୁ ବିଜେପି ନେତା ରବିଶଙ୍କରଙ୍କ ଖୋଲା ଚ୍ୟାଲେଞ୍ଜ, ସାହାସ ଅଛି ତ ଅନ୍ୟ ଧର୍ମ ବିରୋଧରେ ବି କହି ଦେଖନ୍ତୁ

ଇଣ୍ଡି ମେଣ୍ଟର ନେତାମାନଙ୍କୁ ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦଙ୍କ ଖୋଲା ଚ୍ୟାଲେଞ୍ଜ । ସାହାସ ଅଛି ତ ସନାତନ ଧର୍ମ ଓ ପ୍ରଭୁ ଶ୍ରୀରାମଙ୍କୁ ନିନ୍ଦା କରି ବ୍ୟବହାର କରୁଥିବା ଭାଷା ସବୁ ଅନ୍ୟ ଧର୍ମ ବିରୋଧରେ ବି କହି ଦେଖନ୍ତୁ ।

ଇଣ୍ଡିଆ ମେଣ୍ଟର ନେତାମାନଙ୍କୁ ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦଙ୍କ ଖୋଲା ଚ୍ୟାଲେଞ୍ଜ । ସାହାସ ଅଛି ତ ସନାତନ ଧର୍ମ ଓ ପ୍ରଭୁ ଶ୍ରୀରାମଙ୍କୁ ନିନ୍ଦା କରି ବ୍ୟବହାର କରୁଥିବା ଭାଷା ସବୁ ଅନ୍ୟ ଧର୍ମ ବିରୋଧରେ ବି କହି ଦେଖନ୍ତୁ । କେବଳ ସନାତମ ଧର୍ମ ବିରୋଧରେ ସବୁ ପ୍ରକାର କଥା କହିବା ସମ୍ଭବ ବୋଲି ରବିଶଙ୍କର କହିଛନ୍ତି ।

ଆଉ ଏହା ଉପରେ ସୋନିଆ ଗାନ୍ଧି, କମଲ ନାଥ ଓ ରାହୁଲ ଗାନ୍ଧି ଚୁପ୍ ରହିଛନ୍ତି । ହେଲେ ଦେଶର ଜନତା ଏହାକୁ ବରଦାସ୍ତ କରିବେ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି । ମଧ୍ୟପ୍ରଦେଶ ଗୁନାରେ ନିର୍ବାଚନୀ ପ୍ରଚାରରେ ଥିବା ରବିଶଙ୍କର, ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ନେଇ ରାଜ୍ୟର ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଥିବା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.