Below header

ନିଦରେ ଶୋଇଥିବା ବେଳେ ରହସ୍ୟଜନକ ମୃତ୍ୟୁ, ମୃତକ ଦ୍ବୟ ଭାରତୀୟ ଛାତ୍ର

ନିଦରେ ଶୋଇଥିବା ବେଳେ ରହସ୍ୟଜନକ ମୃତ୍ୟୁ । ଆମେରିକାରେ ଦୁଇ ଭାରତୀୟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଚର୍ଚ୍ଚାର ବିଷୟ ପାଲଟିଛି। ମୃତକଙ୍କ ମଧ୍ୟରୁ ଜଣେ ତେଲେଙ୍ଗାନାର , ଅନ୍ୟଜଣେ ଆନ୍ଧ୍ରପ୍ରଦେଶର ।

ନିଦରେ ଶୋଇଥିବା ବେଳେ ରହସ୍ୟଜନକ ମୃତ୍ୟୁ । ଆମେରିକାରେ ଦୁଇ ଭାରତୀୟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଚର୍ଚ୍ଚାର ବିଷୟ ପାଲଟିଛି। ମୃତକଙ୍କ ମଧ୍ୟରୁ ଜଣେ ତେଲେଙ୍ଗାନାର , ଅନ୍ୟଜଣେ ଆନ୍ଧ୍ରପ୍ରଦେଶର । ଦୁଇ ଛାତ୍ର ଦିନେଶ ଓ ନିକେଶ ବିଟେକ ପରେ ନିଜର ଉଚ୍ଚଶିକ୍ଷା ସମ୍ପନ୍ନ ପାଇଁ ଆମେରିକା ଯାଇଥିଲେ । କିନ୍ତୁ ପହଞ୍ଚିବାର ଠିକ ୧୬ଦିନ ପରେ ରବିବାର ସେମାନଙ୍କର ମୃତ୍ୟୁ ଖବର ସାମନାକୁ ଆସିଥିଲା । ଦିନେଶଙ୍କ ବାପା ଗଟୁ ଭେନକାନା ପୁଅର ମୃତ୍ୟୁକୁ ନେଇ କହିଛନ୍ତି କି କାର୍ବନ ମନୋକ୍ସାଇଡ ପଏଜନିଙ୍ଗ ଦ୍ବାରା ଦିନେଶର ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.