Below header

ଆଜି ସଂସଦର ଉଭୟ ଗୃହର ମିଳିତି ଅଧିବେଶନରେ ଉଦ୍‌ବୋଧନ ଦେବେ ରାଷ୍ଟ୍ରପତି

ନୂଆଦିଲ୍ଲୀ(କେନ୍ୟୁଜ୍): ଆଜି ସଂସଦର ଉଭୟ ଗୃହର ମିଳିତି ଅଧିବେଶନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମିଳିତ ଅଧିବେଶନରେ ଉଦ୍‌ବୋଧନ ଦେବେ । ଜୁଲାଇ ୪ରେ ଆସିବ ସଂସଦର ଅର୍ଥନୈତିକ ସର୍ଭେ ରିପୋର୍ଟ । ୫ ତାରିଖରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଆଗତ ହେବ । ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ଭାବେ ନିର୍ମଳା ସୀତାରମଣ୍‌ ପ୍ରଥମ ବଜେଟ୍‌ ଉସ୍ଥାପନ କରିବେ । ଗତ ୧୭ ତାରିଖରୁ ଲୋକସଭା ଅଧିବେଶନ ଆରମ୍ଭ ହୋଇଥିଲା । ଆଜିଠୁ ଆରମ୍ଭ ହେବ ରାଜ୍ୟସଭା ଅଧିବେଶନ । ଏହି ବଜେଟ୍‌ ଅଧିବେଶନ ଜୁଲାଇ ୨୬ ତାରିଖ ପର‌୍ୟ୍ୟନ୍ତ ଚାଲିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.