Below header

ମିସିସିପିରେ ତାଣ୍ଡବ ରଚିଲା ଭୟଙ୍କର ଟର୍ଣ୍ଣାଡୋ, ୨୩ ଜଣଙ୍କର ମୃତ୍ୟୁ ସୂଚନା

କ୍ରବାର ରାତିରେ ମିସିସିପିର ଗ୍ରାମାଞ୍ଚଳରେ ତାଣ୍ଡବ ରଚିଥିଲା ଟର୍ଣ୍ଣାଡୋ । ଏତେ ଜୋରରେ ପବନ ବହିଥିଲା ଯେ ଦୁର୍ବଳ ଘରର ଛପର ସବୁ ଉଡ଼ି ଆକାଶରେ ବୁଲୁଥିବା ଦେଖା ଯାଇଥିଲା । କେଉଁଠି କାନ୍ଥ ପଡ଼ି ଯାଇଛି ତ କେଉଁଠି ଗଛ ଓ ଇଲେକଟ୍ରି ଖୁଣ୍ଟି ଉପୁଡ଼ି ପଡ଼ିଛି । ୨୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି ।

ପୃଥିବୀର ବିଭିନ୍ନ ସ୍ଥାନରେ ପ୍ରଳୟ ଜାରି ରହିଛି । କାଲିଫର୍ଣ୍ଣିଆ ଏବଂ ସାଉଦି ଆରବରେ ବନ୍ୟା ବିତ୍ପାତ ପରେ ଏବେ ମିସିସିପିରେ ଭୟଙ୍କର ଟର୍ଣ୍ଣାଡୋ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଏଥିରେ ଏଯାଏ ୨୩ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
ଶୁକ୍ରବାର ରାତିରେ ମିସିସିପିର ଗ୍ରାମାଞ୍ଚଳରେ ତାଣ୍ଡବ ରଚିଥିଲା ଟର୍ଣ୍ଣାଡୋ । ଏତେ ଜୋରରେ ପବନ ବହିଥିଲା ଯେ ଦୁର୍ବଳ ଘରର ଛପର ସବୁ ଉଡ଼ି ଆକାଶରେ ବୁଲୁଥିବା ଦେଖା ଯାଇଥିଲା । କେଉଁଠି କାନ୍ଥ ପଡ଼ି ଯାଇଛି ତ କେଉଁଠି ଗଛ ଓ ଇଲେକଟ୍ରି ଖୁଣ୍ଟି ଉପୁଡ଼ି ପଡ଼ିଛି । ୨୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି ।

map
ଆମେରିକାର ଦକ୍ଷିଣ ଭାଗରେ ଥିବା ମିସିସିପିରେ କେବଳ ଟର୍ଣ୍ଣାଡୋ ନୁହେଁ ଏହା ପରେ ବନ୍ୟା ମଧ୍ୟ ସୃଷ୍ଟି ହୋଇଛି । ମଙ୍ଗୋଲିଆର ଏହି ଅଞ୍ଚଳ ଏବେ ଛାରଖାର ହୋଇ ଯାଇଛି । ଅନ୍ଧାରରେ ପଡ଼ିଛନ୍ତି ହଜାର ହଜାର ଲୋକ । ଏବେ ସେଠାରେ ସରକାରଙ୍କ ତରଫରୁ ଜୋରସୋରରେ ଉଦ୍ଧାର କାର୍ଯ୍ୟ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.