Browsing Tag

tornado

ଚୀନରେ ଘୂର୍ଣ୍ଣିଝଡ : ୧୪୧ ଫ୍ୟାକ୍ଟ୍ରି ବିଲିଡିଂ କ୍ଷତିଗ୍ରସ୍ତ, ୫ ମୃତ

ଦକ୍ଷିଣ ଚୀନର ଗୁଆଙ୍ଗଝୋରେ ହୋଇଥିବା ଘୂର୍ଣ୍ଣିଝଡ ଯୋଗୁଁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୩ ଜଣ ଆହତ ହୋଇଛନ୍ତି । ଚୀନର ସରକାରୀ ଗଣମାଧ୍ୟମ ଅନୁସାରେ ୧୪୧ ଫ୍ୟାକ୍ଟ୍ରିର ବିଲିଡିଂ କ୍ଷତିଗ୍ରସ୍ତ ହୋଇଛି । କିନ୍ତୁ କୌଣସି ଆବାସିକ ଘର ନଷ୍ଟ ହୋଇନାହିଁ । ଗୁଆଙ୍ଗଝୋ ସହର ହୋଇଥିବା…

ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼: ୨୧ ମୃତ, ୧୨ରୁ ଅଧିକ ଆହତ

ଆମେରିକା: ଆମେରିକାରେ ଭୟଙ୍କର ଟର୍ଣ୍ଣାଡୋ। ଘୂର୍ଣ୍ଣିଝଡ଼ରେ ୨୧ ଜଣଙ୍କ ମୃତ୍ୟୁ । ୧୨ରୁ ଅଧିକ ଆହତ । ଆମେରିକାର ଦକ୍ଷିଣ ଓ ମଧ୍ୟପଶ୍ଚିମରେ ତାଣ୍ଡବ ରଚିଛି ଟର୍ଣ୍ଣାଡୋ । ୬ ରାଜ୍ୟରେ ୫୩ ଘୂର୍ଣ୍ଣିଝଡ଼ ହୋଇଛି । ଶୁକ୍ରବାର ରାତିରେ ଲିନୋଏସରେ କାନ୍ଥ ଭୁଶୁଡି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୮…

ଆମେରିକାର ମିସିସିପିରେ ଭୟଙ୍କର ଘୂର୍ଣ୍ଣିଝଡ : ଭାସିଗଲା ଘର, ଗାଡି ଓ ରାସ୍ତା, ୨୫ ଲୋକ ମୃତ

ଆମେରିକାର ଅନେକ ସହରରେ ଘୂର୍ଣ୍ଣିଝଡ ତାଣ୍ଡବ ରଚିଛି । ମିସିସିପି ନଦୀ ଅଞ୍ଚଳରେ ଭୟଙ୍କର ଘୂର୍ଣ୍ଣିଝଡ ଯୋଗୁଁ ଘରଦ୍ୱାର, ରାସ୍ତାଘାଟ ସବୁକିଛି କ୍ଷତିଗ୍ରସ୍ତ ହୋଇଛି । ବର୍ଷା ପବନ ଯୋଗୁଁ ଘର ସବୁ ଭାଙ୍ଗି ଯାଇଛି । ଏହି ଘଟଣାରେ ଏପର୍ଯ୍ୟନ୍ତ ୨୫ ଜଣ ଲୋକଙ୍କର ପ୍ରାଣ ଚାଲିଯାଇଛି । ଅନେକ…

ମିସିସିପିରେ ତାଣ୍ଡବ ରଚିଲା ଭୟଙ୍କର ଟର୍ଣ୍ଣାଡୋ, ୨୩ ଜଣଙ୍କର ମୃତ୍ୟୁ ସୂଚନା

ପୃଥିବୀର ବିଭିନ୍ନ ସ୍ଥାନରେ ପ୍ରଳୟ ଜାରି ରହିଛି । କାଲିଫର୍ଣ୍ଣିଆ ଏବଂ ସାଉଦି ଆରବରେ ବନ୍ୟା ବିତ୍ପାତ ପରେ ଏବେ ମିସିସିପିରେ ଭୟଙ୍କର ଟର୍ଣ୍ଣାଡୋ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଏଥିରେ ଏଯାଏ ୨୩ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଶୁକ୍ରବାର ରାତିରେ ମିସିସିପିର ଗ୍ରାମାଞ୍ଚଳରେ…

ପାଗ ବଦଳିବା ପରେ ଅଚାନକ ଆସିଲା ଘୂର୍ଣ୍ଣିଝଡ଼, ତଳୁ ଉଠାଇ ଉପରକୁ ନେଇଗଲା ବାଲି ଧୂଳି; ଦେଖନ୍ତୁ ଛାତିଥରା ଭିଡିଓ

ଏବେ ଗରମ ବଢ଼ିବା ସହ ଛୋଟ ଛୋଟ ଧୂଳି ଝଡ଼ ବି ହେଉଥିବା ଦେଖିବାକୁ ମିଳୁଛି। ବେଳେ ବେଳେ ଏହି ଧୂଳି ଝଡ଼ ଏତେ ବଡ଼ ଆକାର ଧାରଣ କରେ ଯେ ଘର ଦ୍ୱାର ଓ ଗାଡ଼ି ମଟର ବି ଉପରକୁ ଉଠାଇ ନିଏ। ନିକଟରେ ଆମେରିକାରେ ସେମିତି ଏକ ଧୂଳି ଝଡ଼ ବହିଯାଇଛି। ଏହି ଧୂଳି ଝଡ଼ ଏତେ ଭୟଙ୍କର ଥିଲା ଯେ ଲୋକମାନେ ଏହାକୁ ଛୋଟ…

ଏମିତି ଭୟଙ୍କର ଘୁର୍ଣ୍ଣି ଝଡ଼ କେବେ ଦେଖି ନଥିବେ, ଦେଖନ୍ତୁ ଆସାମରେ ଦେଖାଯାଇଥିବା ଛାତିଥରା ଘୁର୍ଣ୍ଣି ଝଡ଼

ନୂଆଦିଲ୍ଲୀ : ଆସାମର ବାରପିଟା ଜିଲ୍ଳାରେ ଆଜି ଅର୍ଥାତ ଶନିବାର ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଏହାକୁ ଦେଖି ଲୋକେ ଭୟରେ ଆତଙ୍କିତ ହୋଇଯାଇଥିଲେ । ଘୁର୍ଣ୍ଣି ଝଡ଼ ଏତେ ଭୟଙ୍କର ଥିଲା ଯେ ଲୋକେ ଏହାକୁ ଦେଖି ଭୟଭୀତ ହୋଇଯାଇଥିଲେ । ଘୁର୍ଣ୍ଣି ଝଡ଼ର ପ୍ରକୋପରେ ଯାହା ଆସିଲା ସବୁ…

ଖଣ୍ଡିଆ ଭୂତର ଭୟଙ୍କର ରୂପ, ମାତ୍ର କିଛି ସମୟରେ ଚେୟାରକୁ କଲା ଫୋପଡା ଫୋପଡି

ଗରମ ଦିନ ଆରମ୍ଭ ହୋଇଗଲାଣି। ଏହି ଦିନରେ ଅସହ୍ୟ ତାତି ଗୁଳୁଗୁଳି ସାଙ୍ଗକୁ ଧୂଳିଝଡ ବହୁତ ହୋଇଥାଏ। ଆପଣ ବି ଗରମ ଦିନରେ ଧୂଳିଝଡର ଦୃଶ୍ୟ ପ୍ରାୟ ସମୟରେ ଦେଖିଥିବେ। ତେବେ ପୂରା ଘଟଣା ଦେଖିବା ପୂର୍ବରୁ ପ୍ରଥମେ ଆସନ୍ତୁ ଜାଣିବା ଧୂଳିଝଡ କଣ? ଧୂଳିଝଡ ହେଉଛି ଏକ ବାୟୁମଣ୍ଡଳୀୟ ଘଟଣା । ଆଉ ଏଥିରେ…

ଟର୍ଣ୍ଣାଡୋ ରଚିଲା ତାଣ୍ଡବ: ଆମେରିକା କେଣ୍ଟୁକିରେ ଧ୍ୱଂସର ତାଣ୍ଡବ

କେନ୍ୟୁଜ୍(ବ୍ୟୁରୋ): ଟର୍ଣ୍ଣାଡୋ ରଚିଲା ତାଣ୍ଡବ । ଘୂର୍ଣ୍ଣିଝଡ଼ରେ ମାଟିରେ ମିଶିଛି କୋଠାବାଡ଼ି, ଘରଦ୍ୱାର । ଗାଡ଼ିମୋଟର କାହିଁ କେତେ ଦୂର ଉଡ଼ାଇ ନେଲା । ମୋଡ଼ି ମକଚି ଫିଙ୍ଗି ଦେଲା ପ୍ରଳୟଙ୍କରୀ ଟର୍ଣ୍ଣାଡୋ । ଆମେରିକାରେ କେଣ୍ଟୁକିରେ ଧ୍ୱଂସର ତାଣ୍ଡବ ରଚିଛି ଘୂର୍ଣ୍ଣିଝଡ । ବର୍ତ୍ତମାନ…

ରାସ୍ତାରେ ଚାଲୁଥିଲେ ଲୋକେ, ଗାଡି ମଟର ବି ଚାଲୁଥିଲା, କିନ୍ତୁ ହଠାତ୍ ଆସିଲା ଖଣ୍ଡିଆ ଭୂତ

କୋରାପୁଟ (କେନ୍ୟୁଜ) : ରାସ୍ତାରେ ଚାଲୁଥିଲେ ଲୋକେ, ଗାଡି ମଟର ବି ଚାଲୁଥିଲା ସବୁକିଛି ଠିକଠାକ୍ ଥିଲା କିନ୍ତୁ ହଠାତ୍ ଜନଗହଳିପୂର୍ଣ୍ଣ ସ୍ଥାନରେ ପବନ ବହିଲା ଓ ବୁଲିଲା ଖଣ୍ଡିଆଭୂତ ଅର୍ଥାତ୍‌ ଘୂର୍ଣ୍ଣିଝଡ଼। ଯାହାକୁ ଦେଖି ଡରିଗଲେ ଲୋକେ । ଧୂଳି ସବୁ ବୁଲି ବୁଲି ଆକାଶକୁ ଉଠୁଥାଏ । ସାଙ୍ଗରେ…

ରାଜନଗରରେ ଘୂର୍ଣ୍ଣିଝଡ଼ର ତାଣ୍ଡବ, ୪ ମିନିଟ୍ ଭିତରେ ଉଜୁଡ଼ିଗଲା ଘର ଓ ଉପୁଡ଼ି ଗଲା ଗଛ, ଦେଖନ୍ତୁ ଭିଡିଓ

ରାଜନଗର (କେ ନ୍ୟୁଜ୍‌) : ଅଚାନକ ଆସିଲା ଘୂର୍ଣ୍ଣିଝଡ଼ ଆଉ କେଇ ମିନିଟ୍ ଭିତରେ ଉଜାଡ଼ି ଦେଲା ଦୁଇଟି ଗାଁର ଅନେକ ପରିବାରକୁ । ଛପର ଘର ଉଡ଼ାଇ ନେଲା ଏବଂ ବଡ଼ ବଡ଼ ଗଛ ସବୁ ଉପୁଡ଼ି ଗଲା । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ରଙ୍ଗଣି ପଞ୍ଚାୟତର ଦୁଇଟି ଗାଁ ଏହି ଘୂର୍ଣ୍ଣିଝଡ଼ରେ ପ୍ରଭାବିତ ହୋଇଛି ।…