ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା, ଲଢ଼ିପାରିବେନି ୨୦୨୪ ନିର୍ବାଚନ

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା। ୨୦୨୪ ନିର୍ବାଚନ ଲଢ଼ିପାରିବେନି ଟ୍ରମ୍ପ ।

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା। ୨୦୨୪ ନିର୍ବାଚନ ଲଢ଼ିପାରିବେନି ଟ୍ରମ୍ପ । ଟ୍ରମ୍ପକୁ କଲୋରାଡୋ ସୁପ୍ରିମକୋର୍ଟ ଅଯୋଗ୍ୟ ଘୋଷଣା କରିଛନ୍ତି । ୨୦୨୧ ଜାନୁଆରୀ ୬ ତାରିଖ କ୍ୟାପିଟାଲ ହିଂସା ମାମଲାରେ ଅଯୋଗ୍ୟ ଘୋଷିତ କରାଯାଇଛି । ତେବେ କଲୋରାଡୋ ସୁପ୍ରିମକୋର୍ଟ ରାୟକୁ ଟ୍ରମ୍ପ ଉପର କୋର୍ଟରେ ଚ୍ୟାଲେଞ୍ଜ କରିପାରିବେ ।

Leave A Reply

Your email address will not be published.