Below header

ମାଛ ଓ ମାଂସ ମାର୍କେଟ୍‌ ନେଇ WHOର ଗାଇଡ୍‌ଲାଇନ୍‌

ମାଛ ଓ ମାଂସ ମାର୍କେଟ ନେଇ ଗାଇଡ ଲାଇନ ପ୍ରସ୍ତୁତ କରୁଛି WHO । World Organisation For Animal Health ଏବଂ ଜାତି ସଂଘର Food And Agriculture Organisation ସହ ମିଶି WHO ଗାଇଡ ଲାଇନ ପ୍ରସ୍ତୁତ କରୁଛି । ବିଶ୍ୱର ଅଧିକାଂଶ ସ୍ଥାନରେ ମାଛ ଓ ମାଂସ ମାର୍କେଟର ରକ୍ଷଣା ବେକ୍ଷଣା ଏବଂ ପରିଚାଳନା ନିମ୍ନ ମାନର ରହିଛି । ତେଣୁ ଖାଦ୍ୟ ସୁରକ୍ଷା ଓ ପରିଛନ୍ନତା ରକ୍ଷା ସର୍ଭେରେ ମାଛ ଓ ମାଂସ ମାର୍କେଟ ଖୋଲିବାକୁ ଅନୁମତି ଦିଆଯାଉ ବୋଲି WHO କହିଛି । ଏହାସହ ବନ୍ୟଜନ୍ତୁଙ୍କ ମାଂସ ବିକ୍ରି ଉପରେ ସମ୍ପୂର୍ଣ୍ଣ ବ୍ୟାନ ପାଇଁ କହିଛି WHO ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.