Below header

ସାରା ବିଶ୍ୱରେ କାୟା ମେଲାଉଛି କରୋନା, ଏପର୍ଯ୍ୟନ୍ତ ମୋଟ ୧୩ହଜାର ୫୪ଜଣଙ୍କ ମୁଣ୍ଡ ନେଲାଣି ଏହି ଭାଇରସ୍‌

ସାରା ବିଶ୍ୱରେ କାୟା ମେଲାଉଛି କରୋନା ଭାଇରସ୍‌। ଏପର୍ଯ୍ୟନ୍ତ ମୋଟ ୧୩ହଜାର ୫୪ଜଣଙ୍କ ମୁଣ୍ଡ ନେଲାଣି ଭାଇରସ୍‌। ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୭ହଜାର ୭୨୦ରେ ପହଞ୍ଚିଛି। ୯୫ହଜାର ୭୯୭ଜଣ ସୁସ୍ଥ ହୋଇ ଫେରିଛନ୍ତି। ଇଟାଲୀରେ ବର୍ତ୍ତମାନ ସୁଦ୍ଧ ୫୩ ହଜାର ୫୭୮ ଜଣ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ହଜାର ୮୨୫ ଜଣଙ୍କ ମୃତ୍ୟୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.