Below header

NMDC ରେ ୧୦୦ରୁ ଅଧିକ ପଦବୀ ଖାଲି, ଇଣ୍ଟରଭ୍ୟୁ ଜରିଆରେ ହେବ ଚୟନ

ନ୍ୟାସନାଲ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଥିପାଇଁ ଓ୍ଵାକ୍‌-ଇନ-ଇଣ୍ଟରଭ୍ୟୁର ଆୟୋଜନ ହେବ । ଏହି ଭର୍ତ୍ତି ପାଇଁ ଅଭିଯାନରେ ସାମିଲ ହେବା ପାଇଁ ଅଫିସିଆଲ ୱେବସାଇଟ nmdc.co.in/careers କୁ ଯିବାକୁ ହେବ ।

ନ୍ୟାସନାଲ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ନୋଟିଫିକେସନ ମୁତାବକ, ଏଠାରେ ଅପାରଣ୍ଟିସ ପଦବୀ ପାଇଁ ଭର୍ତ୍ତି କରାଯାଇଛି । ଆବେଦନ କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ନୋଟିଫିକେସନ ଚେକ୍‌ କରିପାରିବେ । ଏଥିପାଇଁ ଓ୍ଵାକ୍‌-ଇନ-ଇଣ୍ଟରଭ୍ୟୁର ଆୟୋଜନ ହେବ ।

ଏହି ଭର୍ତ୍ତି ପାଇଁ ଅଭିଯାନରେ ସାମିଲ ହେବା ପାଇଁ ଅଫିସିଆଲ ୱେବସାଇଟ nmdc.co.in/careers କୁ ଯିବାକୁ ହେବ ।

ପଦବୀ ବିବରଣୀ : ୧୨୦

ମେକାନିକ ଡିଜେଲ
ଇଲେକ୍ଟ୍ରିସିଆନ
ୱେଲଡର
ମେକାନିକ (ମୋଟର ବାହାନ)

ଜରୁରୀ ତାରିଖ : ଏହି ଅଭିଯାନ ପାଇଁ ମେକାନିକାଲ, ଇଲେକ୍ଟ୍ରିସିଆନ ଏବଂ ଫିଟର ଟ୍ରେଡ ପାଇଁ ୨୨, ୨୩ ଏବଂ ୨୪ ଫେବୃଆରୀରେ ଇଣ୍ଟରଭ୍ୟୁ ଆୟୋଜନ କରାଯିବ । ସେହିପରି ମେକାନିକାଲ ମୋଟର ବାହାନ ପାଇଁ ୨୫ ଏବଂ ୨୬ ଫେବୃଆରୀରେ ଇଣ୍ଟରଭ୍ୟୁ ଆୟୋଜନ କରାଯିବ ।

ଚୟନ ପ୍ରକ୍ରିୟା : ଏହି ପଦବୀରେ ଆବେଦନ କରିବା ପାଇଁ ଚୟନ ଓ୍ଵାକ୍‌ ଇନ ଇଣ୍ଟରଭ୍ୟୁ ମାଧ୍ୟମରେ ହେବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.