କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ, ୩ଟି ବଗିରୁ ବାହାରୁଛି ଧୂଆଁ

କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ । ୩ଟି ବଗିରେ ଲାଗିଛି ନିଆଁ । ଷ୍ଟେସନରେ ଅଟକିଛି ଟ୍ରେନ।

ସୋର (କେନ୍ୟୁଜ): କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ । ୩ଟି ବଗିରେ ଲାଗିଛି ନିଆଁ । ଷ୍ଟେସନରେ ଅଟକିଛି ଟ୍ରେନ। ଅଗ୍ନିଶମ ବାହିନ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଛି। ଏନେଇ ସୂଚନା ଦେଲେ ସୋର ଅଗ୍ନିଶମଵାହିନୀ କେନ୍ଦ୍ରର ଅଧିକାରୀ । ଭଦ୍ରକରୁ ଖଡ଼ଗପୁର ଯାଉଥିଲା ବେଳେ ଏଭଳି ଅଘଟଣ ଘଟିଛି