Below header

SFIO ରେ କନସଲଟାଣ୍ଟ ଏବଂ ୟଙ୍ଗ ପ୍ରଫେସନାଲ୍ସ ପଦବୀ ଖାଲି, ଦରମା ମାସକୁ ଅଢେଇ ଲକ୍ଷରୁ ଅଧିକ

ସିରିୟସ ଫ୍ରଡ୍‌ ଇନଭେଷ୍ଟିଗେସନ ଅଫିସ(SFIO) ରେ କନସଲଟାଣ୍ଟ ଏବଂ ୟଙ୍ଗ ପ୍ରଫେସନାଲ୍ସ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ କେବଳ ଅନଲାଇନ ଆବେଦନ କରିପାରିବେ । ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଶେଷ ତାରିଖ ନଭେମ୍ବର ୯ ରହିଛି ।

ସିରିୟସ ଫ୍ରଡ୍‌ ଇନଭେଷ୍ଟିଗେସନ ଅଫିସ(SFIO) ରେ କନସଲଟାଣ୍ଟ ଏବଂ ୟଙ୍ଗ ପ୍ରଫେସନାଲ୍ସ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ କେବଳ ଅନଲାଇନ ଆବେଦନ କରିପାରିବେ । ଏଥିପାଇଁ ଯୋଗ୍ୟ ପ୍ରାର୍ଥୀ ସିରିୟସ ଫ୍ରଡ୍‌ ଇନଭେଷ୍ଟିଗେସନ ଅଫିସର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଆବେଦନ ପାଇଁ sfio.gov.inକୁ ଯାଇ ଆବେଦନ କରନ୍ତୁ ।

ଜରୁରୀ ତାରିଖ : ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଶେଷ ତାରିଖ ନଭେମ୍ବର ୯ ରହିଛି ।

ପଦବୀ ବିବରଣୀ : ୯୧
ସିନିଅର କନସଲଟାଣ୍ଟ : ୩
ଜୁନିଅର କନସଲଟାଣ୍ଟ : ୬୨
ୟଙ୍ଗ ପ୍ରଫେସନାଲ : ୨୬

ଶିକ୍ଷାଗତ ଯୋଗ୍ୟତା : ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଛି । ଅଧିକ ଜାଣିବା ପାଇଁ ଅଫିସିଆଲ ନୋଟିଫିକେସନକୁ ଚେକ୍‌ କରିପାରିବେ । ଆବେଦନ ପାଇଁ ଅଭିଜ୍ଞତା ଥିଲେ ଭଲ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ୬୦ ହଜାରରୁ ୨,୬୫,୦୦୦ ଟଙ୍କା ମିଳିବ ।

ଚୟନ ହେବା ପ୍ରାର୍ଥୀଙ୍କୁ ନିଯୁକ୍ତି ୩ ବର୍ଷ ପାଇଁ ମିଳିବ । ଏହା ପରେ ୨ ବର୍ଷ ପାଇଁ ବୃଦ୍ଧି କରାଯିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ନୋଟିଫିକେସନକୁ ଚେକ୍‌ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.