Below header

ମୋ ଜୀବନ ସଂଘର୍ଷକୁ ଦେଖିଛି ଆଉ ଅନୁଭବ କରିଛି ଏଇ ରିକ୍ସା, ତାକୁ ଛାଡ଼ି ପାରିବି ବା କେମିତି ?

ଏଇ ରାଜଧାନୀ ଦେଇଛି ଲକ୍ଷ ଲକ୍ଷ ଲୋକଙ୍କୁ ଜୀବିକା । ସବୁ ବର୍ଗର ଲୋକଙ୍କ ପାଇଁ ଏଠି ରହିଛି କର୍ମସଂସ୍ଥାନ । ଅଧିକ ରୋଜଗାର ଆଶାରେ ଲୋକେ ଦୌଡ଼ି ଆସନ୍ତି ବିଭିନ୍ନ ଗାଁଗହଳିରୁ ଭୁବନେଶ୍ୱରକୁ । ସେଇ ଭିଡ଼ ଭିତରେ ଜଣେ ହେଉଛନ୍ତି ରିକ୍ସା ଚାଳକ ଅଧିକାରୀ ବେହେରା ।

ଭୁବନେଶ୍ୱର(କେନ୍ୟୁଜ୍): ଏଇ ରାଜଧାନୀ ଦେଇଛି ଲକ୍ଷ ଲକ୍ଷ ଲୋକଙ୍କୁ ଜୀବିକା । ସବୁ ବର୍ଗର ଲୋକଙ୍କ ପାଇଁ ଏଠି ରହିଛି କର୍ମସଂସ୍ଥାନ । ଅଧିକ ରୋଜଗାର ଆଶାରେ ଲୋକେ ଦୌଡ଼ି ଆସନ୍ତି ବିଭିନ୍ନ ଗାଁଗହଳିରୁ ଭୁବନେଶ୍ୱରକୁ । ସେଇ ଭିଡ଼ ଭିତରେ ଜଣେ ହେଉଛନ୍ତି ରିକ୍ସା ଚାଳକ ଅଧିକାରୀ ବେହେରା ।

ଅନେକ ଦିନରୁ ରିକ୍ସା ଏଠି ଇତିହାସ ହେବାକୁ ବସିଲାଣି । ତଥାପି ଅଧିକାରୀ ଛାଡ଼ି ନାହାନ୍ତି ଏହି ତିନି ଚକିଆ ଗାଡ଼ିକୁ । ଯିଏ ତାଙ୍କୁ ରୋଜଗାର ଦେଇଛି । ପରିବାର ପୋଷିଛି । ପ୍ରାୟ ପଚାଶରୁ ଷାଠିଏ ବର୍ଷ ହେଲା ଅଧିକାରୀ ଭୁବନେଶ୍ୱରରେ ରହି ରିକ୍ସା ଚଳାଉଛନ୍ତି । ତାଙ୍କ ଜୀବନ ସଂଘର୍ଷକୁ ଦେଖିଛି ଆଉ ଅନୁଭବ କରିଛି ଏଇ ରିକ୍ସା । ତାକୁ ଛାଡ଼ି ପାରିବେ ବା କେମିତି ?

ଥରେ ନଜର ପକାନ୍ତୁ ଏହି ଭିଜୁଆଲ୍ ଉପରେ:

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.