Below header

ନାସା ସେୟାର କଲା ସୂର୍ଯ୍ୟଙ୍କର ଜ୍ୱଳନ୍ତ ଚିତ୍ର, ଯେଉଁଥିରେ ଲୁଚି ରହିଛି ଏକ ଚେହେରା

ନିକଟରେ ସୋସିଆଲ ମିଡ଼ିଆରେ ସୂର୍ଯ୍ୟଙ୍କର ଏକ ଚିତ୍ର ସାରା ଦୁନିଆକୁ ଚକିତ କରି ରଖିଛି । National Aeronautics and Space Administration ବା ନାସା(NASA) ଅକ୍ଟୋବର ୨୮ ତାରିଖରେ ନିଜ ଅଫିସିଆଲ ଟ୍ୱିଟର ଏହି ଫଟୋକୁ ସେୟାର କରିଥିଲା । ଫଟୋର କ୍ୟାପ୍ସନରେ ଲେଖାଯାଇଥିଲା ଏହି ଫଟୋ ୨୦୧୪ ମସିହାରେ ଏହି ଫଟୋକୁ ଆମର Solar Dynamics Observatory ଉତ୍ତୋଳନ କରିଥିଲା ଯାହାକି ଏକ ଅଲ୍ଟ୍ରାଭାଓଲେଟ ଇମେଜ ଅଟେ । ଏହି ସୂର୍ଯ୍ୟ ମଧ୍ୟରେ jack-o’-lantern ର ଏକ ଛବି ରହିଛି । ଯାହାକି ‘ପମ୍ପକିନ ଫେସ’ ନାମରେ ପରିଚିତ । ଏହା ହ୍ୟାଲୋୱିନର ହଲମାର୍କ ଅଟେ ।

ଏହାସହ ପଢନ୍ତୁ ଏହା ହେଉଛି ଦୁନିଆର ସବୁଠାରୁ ଭିନ୍ନ ଝରଣା, ଯାହାକୁ ଦେଖିବା ମାତ୍ରେ ଥରିଉଠିବ ଆପଣଙ୍କ ଛାତି

ନାସାର ଏହି ଟ୍ୱିଟ ଉପରେ ବର୍ତ୍ତମାନ ଅନେକ ଲୋକ ଅନେକ ପ୍ରକାରର କମେଣ୍ଟ ଦେଉଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ୧୦ ହଜାରରୁ ଅଧିକ ଲାଇକ ଏବଂ ପାଖାପାଖି ୩ ହଜାରରୁ ଅଧିକ ରିଟୁଇଟ ମିଳି ସାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.