Below header

ଗାଁ ପିଲାମାନଙ୍କ ଏହି ଦୃଷ୍ୟ ଦେଖିଲେ ଆପଣ ବି କହିବେ, ‘ମନେ ପଡେ ମୋ ପିଲାବେଳ’

ଆମେ ଯେତେଯେତେ ଆଧୁନିକଶୈଳୀକୁ ଆପଣାଉଛନ୍ତି ସେତେସେତେ ଗାଁର ଚାଲିଚଳଣୀ ଏବଂ ପରମ୍ପରାକୁ ଭୂଲି ଯାଉଛନ୍ତି। ଥରେ ମନେ ପକାନ୍ତୁ ତ ଆପଣ ଛୋଟବେଳେ କେତେ ଦୁଷ୍ଟାମୀ କରୁଥିଲେ ଆଉ କେତେ ଗାଁ ବାଲିରେ ଖେଳିଛନ୍ତି। ଆମର ଏହି ଭିଡିଓ ଆପଣଙ୍କୁ ନିଶ୍ଚିତ ଭାବରେ ଆପଣଙ୍କ ପିଲାବେଳ କଥା ମନେ ପକାଇଦେବ। ଏହି ଭିଡିଓକୁ ଆଇଏଏସ୍‌ ଅଫିସର ସୁପ୍ରିୟା ସାହୁ ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି।

ଏହି ଭିଡିଓରେ ଆପଣ ଛୋଟ ପିଲାମାନଙ୍କର କ୍ରିଏଟିଭ୍‌ ଆଇଡିଆକୁ ଦେଖିଲେ ଏକଦମ୍‌ ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଗୋଟିଏ ଛୋଟ ଗଛରେ ତିନି ଜଣ ଛୋଟ ପିଲା ରସି ବାନ୍ଧି ଏମିତି ସ୍ପିଡରେ ଦୌଡୁଛନ୍ତି ଯେ ଯେମିତି ଲାଗୁଛି ଯେ ସେମାନେ ଶୂନ୍ୟରେ ଉଡୁଛନ୍ତି। ଏମାନେ ଏମିତି ଭାବରେ ଏହି ଦୋଳି ବନାଇଛନ୍ତି ଯେ ଏହି ଦୋଳିକୁ ଦେଖିଲେ ଲାଗୁଛି ଯେମିତି ଏମାନେ ପାର୍କରେ ଦୋଳି ଖେଳୁଛନ୍ତି। ଏହି ଛୋଟ ପିଲାମାନେ ଏମିତି ଝୁଲା ବନାଇଛନ୍ତି ଯେ ଯାହାକୁ ଦେଖିଲେ ଆପଣ ଏକଦମ୍‌ ଖୁସି ହୋଇଯିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.