Below header

ବର ଆଗରେ କନ୍ୟାଙ୍କୁ ପ୍ରପୋଜ କଲେ ଅନ୍ୟ ଜଣେ ଯୁବକ, ଘଟଣା ସ୍ଥଳରେ ପରିବାର ଲୋକ ଦେଖି ହେଲେ ଆଶ୍ଚର୍ଯ୍ୟ,ଭିଡ଼ିଓ ହେଉଛି ଭାଇରାଲ

ସୋସିଆଲ ମିଡ଼ିଆରେ ଅନେକ ଭିଡ଼ିଓ ଏବେ ଭାଇରାଲ ହେଉଛି । ପରିସ୍ଥିତି ଯାହା ହେଉ ନା କାହିଁକି ଖବର ମଜାଦାର ସହ ଦମଦାର ଥିଲେ ତାହା ଭାଇରାଲ ହେବାକୁ ବେଶି ସମୟ ନିଏ ନାହିଁ । ସେଭଳି ଏକ ଯୋଡ଼ିର ଭିଡ଼ିଓ ଏବେ ଭାଇରାଲ ହେଉଛି । ଏଠାରେ ବର କନ୍ୟା ବିବାହ କରୁଥିବା ସମୟରେ କିଛି ଏଭଳି ଘଟୁଛି ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଏମାନଙ୍କ ଭିଡ଼ିଓକୁ ଲୋକ ଖୁବ ପସନ୍ଦ କରୁଛନ୍ତି ।
ଏଠାରେ ବର ଆଗରେ କନ୍ୟାଙ୍କୁ ଆଉ ଜଣେ ଯୁବକ ଷ୍ଟେଜ ଉପରେ ସିଧା ପ୍ରପୋଜ କରୁଛନ୍ତି । ଯାହାକୁ ଦେଖି ପୁରା ପରିବାର ଆଶ୍ଚର୍ଯ୍ୟ ହୋଇଯାଇଛି ।ଏହି ଘଟଣା ମଧ୍ୟ ଏବେ ଖୁବ ଭାଇରାଲ ହେଉଛି । ଷ୍ଟେଜ ଉପରେ ଏହି ଯୋଡ଼ି ଠିଆ ହୋଇଥିବା ସମୟରେ ସେହି ସମୟରେ ଜଣେ ଯୁବକ କନ୍ୟାକୁ ପ୍ରପୋଜ କରୁଥିବାର ଭିଡ଼ିଓ ସାମ୍ନାକୁ ଆସିବା ପରେ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି । ଦେଖନ୍ତୁ ଥରେ ଭିଡ଼ିଓ..

 

View this post on Instagram

 

A post shared by Bhutni_ke (@bhutni_ke_memes)

ଏହି କଥା ସମସ୍ତେ ଜାଣନ୍ତି ଯେ ବିବାହ ସମୟରେ ବର ର ସାଙ୍ଗମାନେ ମଜାକମସ୍ତି ବେଶି କରନ୍ତି । ତେଣୁ ଏହି ଭିଡ଼ିଓରେ ବି ସେମିତି କିଛି ହୋଇଛି । ପ୍ରପୋଜ କରୁଥିବା ଯୁବକ ଜଣକ ହେଉଛନ୍ତି ବରର ସାଙ୍ଗ । ମଜାକ ମସ୍ତିରେ ହୋଇଥିବା ଏହି ଘଟଣା ଏବେ ଭାଇରାଲ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.