Below header

୨୬ ଏମିତି ଫଟୋ, ଯାହାକୁ ଦେଖିଲେ ଆପଣ କହିବେ କେତେ ବଦଳିଯାଇଛି ଆମ ଦେଶ

ବଦଳୁଛି ସମୟ । ତା ସହ ତାଳ ଦେଇ ବଦଳି ଯାଉଛି ଅନେକ ଜିନିଷ । କିଛି ଦିନ ପୂର୍ବରୁ ଯେଉଁ ସ୍ଥାନକୁ ଆପଣ ଯାଇଥିବେ ଯଦି ସେଠାକୁ ଆଉ ଥରେ ଯିବେ ତେବେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ହଠାତ୍ ଆପଣଙ୍କ ମୁହଁରୁ ବାହାରିଯିବ ଏହା କେବେ ତିଆରି ହେଲା । ଗତ ଥର ଆସିବା ବେଳେ ଏହା ନଥିଲା । ଆଜ୍ଞା ହଁ ଅନେକ ଲୋକଙ୍କ ସହ ଏମିତି ହୋଇଥାଏ । ଆଉ ହେବନି ବି କାହିଁକି । ବିକାଶ ବୋଲି ତ ଗୋଟିଏ ଜିନିଷ ଅଛି ।

ସ୍ବାଧୀନତା ପରେ ଦେଶର ଇନଫ୍ରାଷ୍ଟ୍ରକ୍ଚରରେ କେତେ ପରିବର୍ତ୍ତନ ହୋଇଛି ତାହା ଆମେ କହିବୁନି । ଏମିତି କିଛି ଫଟୋ ଦେବୁ ଯାହା ନିଜେ ହିଁ ବୟାନ୍ କରିବ ।

ଜଗନ୍ନାଥ ମନ୍ଦିର ସେବେ

Jagannath-Puri-Temple

ଜଗନ୍ନାଥ ମନ୍ଦିର ଏବେ

ଏମଜି ରୋଡ୍ ବେଙ୍ଗାଲୁରୁ ସେବେ

ଏମଜି ରୋଡ୍ ବେଙ୍ଗାଲୁରୁ ଏବେ

mg-road-bangalore-new

cstm-mumbai

ଚାରମିନାର୍, ହାଇଦ୍ରାବାଦ୍ ସେବେ : 

ଚାରମିନାର୍, ହାଇଦ୍ରାବାଦ୍ ଏବେ : 

ଚାନ୍ଦନୀ ଚୌକ୍ ସେବେ

  ଚାନ୍ଦନୀ ଚୌକ୍ ଏବେ

ଡଲ୍ ହ୍ରଦ ସେବେ 

ଡଲ୍ ହ୍ରଦ ଏବେ 

ଦିଲ୍ଲୀ ସେବେ

ଦିଲ୍ଲୀ ଏବେ

ଗଙ୍ଗା ନଦୀ ସେବେ

ଗଙ୍ଗା ନଦୀ ଏବେ

ଗେଟୱେ ଅଫ୍ ଇଣ୍ଡିଆ ସେବେ 

ଗେଟୱେ ଅଫ୍ ଇଣ୍ଡିଆ ଏବେ

ହଓ୍ୱା ମହଲ, ଜୟପୁର : ସେବେ 

ହଓ୍ୱା ମହଲ, ଜୟପୁର : ଏବେ 

ଇନ୍ଦୋର ସେବେ 

ଇନ୍ଦୋର ଏବେ

କେଦାରନାଥ ମନ୍ଦିର ସେବେ

କେଦାରନାଥ ମନ୍ଦିର ଏବେ

କୋଲକାତା ସେବେ

 କୋଲକାତା ଏବେ

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.