Below header

ବାଲେଶ୍ୱରରେ ଅନୁଷ୍ଠିତ ହୋଇଛି ୫୮ତମ ଜାତୀୟ ଜୁନିଅର ବଡି ବିଲ୍ଡିଂ ଚାମ୍ପିଅନସିପ୍, ଭାଗ ନେଇଥିଲେ ୨୮ଟି ରାଜ୍ୟରୁ ୩୫୦ଜଣ ପ୍ରତିଯୋଗୀ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାସ୍କୁଲ ପଡିଆରେ ୫୮ତମ ଜାତୀୟ ଜୁନିଅର ବଡି ବିଲ୍ଡିଂ ଚାମ୍ପିଅନସିପ ଅନୁଷ୍ଠିତ ହୋଇଛି। ଅତିଥିଭାବେ IBBFFର ସାଧାରଣ ସମ୍ପାଦକ ଡ. ସଞ୍ଜୟ ମୋତେ ଓ ବରିଷ୍ଠ ସଭାପତି ବେନିକ୍‌ ପ୍ରଂସିଶ ଯୋଗ ଦେଇଥିଲେ । ଏଥିରେ ୨୮ଟି ରାଜ୍ୟରୁ ୩୫୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଶେଷରେ କୃତି ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.