Below header

ଟେଷ୍ଟ ଦଳକୁ ଆସିଲେ ହାର୍ଦ୍ଦିକ ଓ ମୟଙ୍କ

ମୁମ୍ବାଇ : ଅଷ୍ଟ୍ରେଲିଆ ସହ ଶେଷ ଦୁଇଟି ଟେଷ୍ଟ ପାଇଁ ବିସିସିଆଇ ଭାରତୀୟ ଦଳ ଘୋଷଣା କରିଛି । ଏଥିରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ମୟଙ୍କ ଅଗ୍ରଓ୍ଵାଲଙ୍କୁ ସାମିଲ କରାଯାଇଛି । ମୟଙ୍କ ଆସିଛନ୍ତି ଆହତ ପୃଥ୍ଵୀ ସ’ଙ୍କ ଜାଗାରେ । କୋଚ୍‌ ରବି ଶାସ୍ତ୍ରୀ କହିଛନ୍ତି ପୃଥ୍ଵୀ ଏଭଳି ଭାବେ ବାଦ୍‌ ପଡ଼ିବା ଦୁର୍ଭାଗ୍ୟଜନକ । ତେବେ ସେ ଶୀଘ୍ର ସୁସ୍ଥ ହେଉଛନ୍ତି । ଯାହା ତାଙ୍କ ପାଇଁ ଓ ଦଳ ଲାଗି ଶୁଭ ସୂଚନା । ପୃଥ୍ଵୀ ଖୁବ୍‌ ଶୀଘ୍ର ଦେଶକୁ ଫେରି ଆସିବେ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.