ଜାପାନ ପ୍ରଧାନମନ୍ତ୍ରୀ ଘୋଷଣା କଲେ କରୋନା ପାଇଁ ସ୍ଥଗିତ ହେଲା ୨୦୨୦ ଟୋକିଓ ଅଲମ୍ପିକ୍ସ

ଟୋକିଓ ୨୦୨୦ ଅଲମ୍ପିକ୍ସ ସ୍ଥଗିତ ହେଲା ବୋଲି ଆଜି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଘୋଷଣା କରିଛନ୍ତି । କରୋନା ଭାଇରସ ଆତଙ୍କକୁ ଦୃଷ୍ଟିରେ ରଖି ଜାପାନ ଓ ଇଣ୍ଟରନେସ୍‌ନାଲ ଅଲମ୍ପିକ୍‌ କମିଟି ଫୋନ୍‌ କଲ୍‌ ମାଧ୍ୟମରେ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ଆବେ କହିଛନ୍ତି ।

ତେବେ ଖେଳକୁ ବନ୍ଦ କରାଯିବ ନାହିଁ, କରୋନା ଭାଇରସ୍‌ ମହାମାରୀକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ କରାଯାଇଛି । ଆଗାମୀ ୨୦୨୧ ଗ୍ରୀଷ୍ମ ସମୟରେ ଏହାକୁ କରାଯିବ ବୋଲି ଆବେ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.