Below header

ସାଇକେଲ ଚଲାଉଥିବା ବେଳେ ଇରଫାନ ପଠାନଙ୍କ ପୁଅ ସହ ଘଟିଲା ଏମିତି ଦୁର୍ଘଟଣା, କ୍ରିକେଟର କହିଲେ, ‘ହାର୍ଟ ଆଟାକ ଆସିଗଲା’, ଦେଖନ୍ତୁ Video

ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଇରଫାନ ପାଠନ ସୋସିଆଲ ମିଡିଆରେ ପ୍ରାୟତଃ ଆକ୍ଟିଭ ରହିଥାନ୍ତି। ଏବେ ସେ ଏକ ଭିଡ଼ିଓ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ପୁଅ ଇମ୍ରାନ ପଠାନ ସାଇକେଲ ଶିଖୁଥିବାର ଦେଖିବାକୁ ମିଳୁଛି। ଇମ୍ରାନ ଘର ବାହାରେ ଚାରି ଚକିଆ ସାଇକେଲ ଚଲାଉଛନ୍ତି। ଏହି ସମୟରେ ସେ ହ୍ୟାଣ୍ଡେଲ ମୋଡୁଥିବା ବେଳେ ଭାରସାମ୍ୟ ହରାଇ ତଳେ ପଡିଯାଉଛନ୍ତି।

 

View this post on Instagram

 

That mini heart attack for every parent… #ride #cycle #fall #everythingisfine #love @imrankpathan_official

A post shared by Irfan Pathan (@irfanpathan_official) on

ଇରଫାନ ଭିଡ଼ିଓ ସେୟାର କରି କ୍ୟାପସନ ଲେଖିଛନ୍ତି କି, ‘ସବୁ ବାପା ମାଆଙ୍କ ପାଇଁ ମିନି ହାର୍ଟ ଆଟାକ ଆଣିଦେବା ଭଳି ମୁହୂର୍ତ୍ତ’। ଇନଷ୍ଟାଗ୍ରାମରେ ଏ ପର୍ଯ୍ୟନ୍ତ ଏହି ଭିଡ଼ିଓକୁ ପାଖାପାଖି 1 ଲକ୍ଷ ଭିୟୁ ମିଳିସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.