Browsing Tag

cricket

ଆକାଶ ଭାଙ୍ଗିଲେ ରେକର୍ଡ଼ ରଚିଲେ ଇତିହାସ, ୮ ବଲରେ ୮ ଛକା ଓ ୧୧ ବଲରେ ୫୦ ରନ୍

୮ ବଲରେ ୮ ଛକା, ୧୧ ବଲରେ ଅର୍ଦ୍ଧଶତକ। ଭାଙ୍ଗିଲା ଯୁବରାଜ-ଶାସ୍ତ୍ରୀଙ୍କ ମହାରେକର୍ଡ। ରଣଜୀ ଟ୍ରଫିରେ ଇତିହାସ ରଚିଲେ ମେଘାଳୟ ବ୍ୟାଟର ଆକାଶ ଚୌଧୁରୀ । ୧୧ ବଲରେ ଅର୍ଦ୍ଧଶତକ ହାସଲ କରି ବିଶ୍ବ ରେକର୍ଡ କରିଛନ୍ତି ଆକାଶ । ସୁରଟ କେସିକେ ପିଥଓ୍ଵାଲା ଗ୍ରାଉଣ୍ଡରେ ଅରୁଣାଚଳ ପ୍ରଦେଶ ବିପକ୍ଷ…

ପରଲୋକରେ କିମ୍ବଦନ୍ତୀ ଅମ୍ପାୟାର ଡିକି ବାର୍ଡ, ଅନୀଲ କୁମ୍ବଲେଙ୍କ ସମେତ ବହୁ କ୍ରିକେଟର କରିଛନ୍ତି ଶୋକ ବ୍ୟକ୍ତ

ପରଲୋକରେ କିମ୍ବଦନ୍ତୀ ଅମ୍ପାୟାର ଡିକି ବାର୍ଡ। ୟର୍କସାୟାର କାଉଣ୍ଟି କ୍ରିକେଟ କ୍ଲବ ପକ୍ଷରୁ ଡିକି ବାର୍ଡଙ୍କ ମୃତ୍ୟୁ ସମ୍ପର୍କରେ ଘୋଷଣା କରାଯାଇଛି। ନିରପେକ୍ଷ ଓ ନିର୍ବିବାଦୀୟ ଅମ୍ପାୟରିଂ ଯୋଗୁଁ କ୍ରୀଡା ଜଗତରେ ଲୋକପ୍ରିୟତା ହାସଲ କରିଥିବା ଡିକି ବାର୍ଡଙ୍କୁ ମୃତ୍ୟୁ ବେଳକୁ ୯୨ ବର୍ଷ…

କ୍ରିକେଟ ଦୁନିଆରୁ ଅବସର ନେଲେ ଚେତେଶ୍ବର ପୂଜାରା, ଅଚାନକ କ୍ୟାରିୟରରେ ଲଗାଇଲେ ବ୍ରେକ୍

ଭାରତୀୟ କ୍ରିକେଟରେ ସବୁ ଫର୍ମାଟରୁ ଅବସର ନେଲେ ଚେତେଶ୍ୱର ପୂଜାରା । ଭାରତୀୟ ଟେଷ୍ଟ କ୍ରିକେଟର ଅନ୍ୟତମ ଭରସାଯୋଗ୍ୟ ନମ୍ବର ୩ ବ୍ୟାଟର, ଅବସର ଘୋଷଣା କରିଛନ୍ତି ।  ୩୭ ବର୍ଷୀୟ ଡାହାଣ ହାତି ବ୍ୟାଟର ପୂଜାରା ୨୦୧୦ରେ, ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ଏହାପରେ ସେ…

୪୫ ତମ ଜନ୍ମଦିନ ପାଳନ କଲେ ବୋଲର ହରଭଜନ ସିଂ, IPLରେ କରିଥିଲେ ରେକର୍ଡ

ଭାରତୀୟ କ୍ରିକେଟ୍ର ବୋଲର ଅଫ୍-ସ୍ପିନର ହରଭଜନ ସିଂ ଆଜି ତାଙ୍କର ୪୫ ତମ ଜନ୍ମଦିନ ପାଳନ କରୁଛନ୍ତି । ବିଶ୍ୱ କ୍ରିକେଟରେ ଟର୍ବାନେଟର ଭାବରେ ବେଶ୍ ଜଣାଶୁଣା । ଆଜି ପର୍ଯ୍ୟନ୍ତ ତାଙ୍କ ରେକର୍ଡ ଭାଙ୍ଗିବାରେ କେହି ସଫଳ ହୋଇପାରିନାହାଁନ୍ତି । ଏହା ଛଡ଼ା ହରିଜନଙ୍କ ଚମତ୍କାର ବୋଲିଂର ଧମାଲ…

ଚାଲିବାକୁ ଅକ୍ଷମ, କିନ୍ତୁ କ୍ରିକେଟ ଖେଳରେ ମାହିର, ଏବେ କେବଳ ସରକାରୀ ପ୍ରୋତ୍ସାହନର ଆବଶ୍ୟକତା

ଆନନ୍ଦପୁର: ଚାଲିବାକୁ ଅକ୍ଷମ । କିନ୍ତୁ କ୍ରିକେଟ ଖେଳରେ ମାହିର । ରାଜ୍ୟ ଦିବ୍ୟାଙ୍ଗ କ୍ରିକେଟ ଟିମରେ ସାମିଲ ହୋଇ ସୃଷ୍ଟି କରି ପାରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ । ଆମେ କହୁଚୁ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁରର ଦିବ୍ୟାଙ୍ଗ ଯୁବକ ନିଳମଣୀ ଯେନାଙ୍କ ବିଷୟରେ । ପୂର୍ବରୁ ଅନେକ ଥର ରାଜ୍ୟ…

ଘରୋଇ ଗ୍ରାଉଣ୍ଡରେ ମୁମ୍ବାଇର କମାଲ୍, ହାଇଦ୍ରାବାଦକୁ ୪ ୱିକେଟରେ ଦେଲା ମାତ୍

ମୁମ୍ବାଇ ଇଣ୍ଡିଆନ୍ସର ଚଳିତ ଆଇପିଏଲ ସିଜିନରେ ପ୍ରଥମ ଥର କ୍ରମାଗତ ବିଜୟ । ହାଇଦ୍ରାବାଦକୁ ୪ ୱିକେଟରେ ହରାଇଲା ମୁମ୍ବାଇ । ଏଥିସହ ମୁମ୍ବାଇ ସପ୍ତମ ମ୍ୟାଚରୁ ତୃତୀୟ ବିଜୟ ପାଇଥିବା ବେଳେ ହାଇଦ୍ରାବାଦ ସପ୍ତମରୁ ପଞ୍ଚମ ପରାଜୟ ବରଣ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଟସ ଜିତିବା ସହ ୱାଙ୍ଖଡେରେ…

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର, ୧୨୮ ବର୍ଷ ପରେ ଅଲମ୍ପିକ୍ସକୁ ଫେରିଲା କ୍ରିକେଟ

କ୍ରିକେଟ ପ୍ରେମୀଙ୍କ ପାଇଁ ବଡ ଖୁସି ଖବର । ୧୨୮ ବର୍ଷ ପରେ ଅଲମ୍ପିକ୍ସକୁ ଫେରିଲା କ୍ରିକେଟ । କ୍ରିକେଟ ଶେଷ ଥର ପାଇଁ ୧୯୦୦ମସିହାରେ ଅଲିମ୍ପିକ୍ସରେ  ସାମିଲ ହୋଇଥିଲା । ଟି-୨୦ କ୍ରିକେଟକୁ ଅଲିମ୍ପିକ୍ସରେ ସାମିଲ କରିଛି ଅନ୍ତଃରାଷ୍ଟ୍ରୀୟ ଅଲିମ୍ପିକ୍ସ କମିଟି । ୨୦୨୮ ଅଲମ୍ପିକ୍ସକୁ ନେଇ ଏକ…

ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଆହତ, ଚିନ୍ତାରେ ଫ୍ୟାନ୍ସ

IPL ର ୧୧ ତମ ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହୋଇଥିଲେ ।  ଏହି ମ୍ୟାଚରେ ଗୁଜୁରାଟ ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୯୬ ରନ କରିଥିଲା ।  ଯାହାକୁ ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ଦଳ ୨୦ ଓଭରରେ କେବଳ୧୬୦ ରନ କରିପାରିଥିଲା । ଏହି ସିଜନରେ ଲଗାତାର…

ଚାମ୍ପିଅନ୍ସ ଟ୍ରଫି ଜିତିଲା ଇଣ୍ଡିଆ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛାର ସୁଅ ।  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ସବୁ ଖେଳାଳିଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।…

ଦିନିକିଆରୁ ରିଟାୟର ହେବେନି ହିଟ୍ ମ୍ୟାନ୍, ନିଜେ ସ୍ପଷ୍ଟ କଲେ ରୋହିତ ଶର୍ମା

ଦିନିକିଆରୁ ଏବେ ରିଟାୟର ହେବେ ନାହିଁ ହିଟ୍ ମ୍ୟାନ୍ ରୋହିତ ଶର୍ମା ।  ଅବସର ନେବା ନେଇ ଗୁଜବ ଭିତରେ, ନିଜେ ସ୍ପଷ୍ଟ କଲେ ରୋହିତ ଶର୍ମା ।  ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ସାମ୍ବାଦିକ ସମ୍ମିଳନୀରେ କହିଲେ, ଏହି ଫର୍ମାଟରୁ ଅବସର ନେଉ ନାହାଁନ୍ତି। ଆଗକୁ କୌଣସି ଗୁଜବ ସୃଷ୍ଟି ନ ହେଉ। ଟି…

ବିଦେଶୀ ଖେଳାଳି ଚାଖିବେ ମାଣ୍ଡିଆ ପୋଡ଼ ପିଠା, ଗୁଡ଼ ଛେନାପୋଡ଼, ୩ଶହ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯିବ

ଭୁବନେଶ୍ୱର : ବାରବାଟୀ ଦିନିକିଆ ମ୍ୟାଚ ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ଉଭୟ ଭାରତ ଓ ଇଂଲଣ୍ଡ ଟିମ ଖେଳାଳି । ଉଭୟ ଦଳର ଖେଳାଳି ସ୍ବତନ୍ତ୍ର ବିମାନରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ପରେ ସେମାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ସ୍ବତନ୍ତ୍ର ବସରେ ହୋଟେଲରେ…

ମ୍ୟାଚ ପାଇଁ ବାରବାଟୀ ଷ୍ଟାଡିୟମକୁ ପାଣି ବୋତଲ ମନା, ସୁରକ୍ଷା ପାଇଁ ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ

ଭୁବନେଶ୍ୱର : ମ୍ୟାଚ ପାଇଁ ବାରବାଟୀ ଷ୍ଟାଡିୟମକୁ ପାଣି ବୋତଲ ମନା । ଦର୍ଶକମାନେ ପାଣି ବୋତଲ ନେଇ ଷ୍ଟାଡିୟମକୁ ଯାଇପାରିବେ ନାହିଁ । ଷ୍ଟାଡିୟମକୁ ଫିଙ୍ଗିବା ଆଦି ସାମଗ୍ରୀ ଉପରେ କଟକଣା ରହିଛି । ସୁରକ୍ଷା ପାଇଁ ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ । ଆଜି ଭାରତ ଓ ଇଂଲଣ୍ଡ କ୍ରିକେଟ ଟିମ…