Below header

ରଥଖଳାରେ ଚଳଚଞ୍ଚଳ ରଥକାମ, ତୃତୀୟ ଭୂଇଁ ନିିର୍ମାଣ ଶେଷ ପରେ ପାରାଭାଡି କାମ ଆରମ୍ଭ

ପାଖେଇ ଆସୁଛି ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ରଥଖଳା। ବିଶ୍ୱକର୍ମାମାନେ ୩ ରଥର ନିର୍ମାଣ କାମକୁ ଜୋରସୋରରେ ଆଗେଇ ନେଉଛନ୍ତି। ଗତକାଲି ରଥରେ ୧୪ ନାହାକା ବୁଲିଛି। ଉପରେ ଦ୍ୱିତୀୟ ଭୂଇଁ ସଂଯୋଗ କରାଯାଇଛି। ତୃତୀୟ ଭୂଇଁ ନିିର୍ମାଣ ଶେଷ ହୋଇଛି। ଏହାପରେ ପୋଟଳ ଓ ପାରାଭାଡି କାମ ଆରମ୍ଭ ହୋଇଛି। ସେପଟେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ। ଆସନ୍ତାକାଲି ଦଶମୂଳ ମୋଦକ ଲାଗି ହେବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.