ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ଖଳାରେ ଚାଲିଛି ରଥ ନିର୍ମାଣ କାମ
ପୁରୀ: ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ଖଳାରେ ଚାଲିଛି ରଥ ନିର୍ମାଣ କାମ । ଏବେ ତିନିରଥର ଚକ ନିର୍ମାଣ ସହ ଭୂଇଁ ଚଉତା, ଖମ୍ୱୀ ଏବଂ ନିରାଡ଼ି କାଠର ଚଉପଟ କାର୍ଯ୍ୟ ଜାରି । ତାଳଧ୍ଵଜ ରଥର ୯ଟି ଚକ ନିର୍ମାଣ ଶେଷ ହୋଇଥିବା ବେଳେ ଆଉ ଦୁଇଟି ଚକ ନିର୍ମାଣ ରହିଛି ।
ଏଥିସହ…