Below header

ଜୋରସୋରରେ ଚାଲିଛି ରଥନିର୍ମାଣ କାମ: ଆଜି ହୋଇଛି ତୁମ୍ବ ସହ ସିଙ୍ଗଡ଼ାବାଡିଆ ଅନୁକୂଳ

ପୁରୀ(କେନ୍ୟୁଜ୍‌): ଜୋରସୋରରେ ଚାଲିଛି ରଥନିର୍ମାଣ କାମ । ପବିତ୍ର ଅକ୍ଷୟ ତୃତୀୟା ତିଥିରୁ ଆରମ୍ଭ ହୋଇଛି ରଥକାମ । ଆଜି ତୁମ୍ବ ସହ ସିଙ୍ଗଡ଼ାବାଡିଆ ଅନୁକୂଳ ହୋଇଛି । ମା ଚର୍ଚ୍ଚିକାଙ୍କୁ ପୂଜାର୍ଚ୍ଚନା ପରେ ଭୋଇ ସର୍ଦ୍ଦାର ସିଙ୍ଗଡ଼ାବାଡିଆ ଅନୁକୂଳ କରିଥିଲେ ।

ଗତକାଲି ପବିତ୍ର ନୃସିଂହ ଚତୁର୍ଦ୍ଦଶୀରେ ଗୁଜ ଅନୁକୂଳ ହୋଇଥିଲା । ସିଙ୍ଗଡ଼ା ବାଡିଆ ପାଇଁ ଗତକାଲି ଭୋଇ ସେବକଙ୍କ ଦ୍ୱାରା ୪୦ ଫୁଟର ଜନ୍ତାଗାଡ ଖୋଳାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.