ଦିନକ ପରେ ପୁରୀ ବିଶ୍ବପ୍ରିସଦ୍ଧ ରଥଯାତ୍ରା: ୩ ରଥରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର
ପୁରୀ : ଦିନକ ପରେ ପୁରୀ ବିଶ୍ବପ୍ରିସଦ୍ଧ ରଥଯାତ୍ରା । ୩ ରଥରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର । ସରିଲାଣି ସିଂହାସନ ପ୍ରଭାରେ ରୂପ ଖୋଦେଇ l ଚାଲିଛି ରଙ୍ଗ କାର୍ଯ୍ୟ । ତିନି ରଥକୁ ଉଠିଛି କଳସ, ଓଲଟ ଶୁଆ l ଚିତ୍ରକାର ସେବକମାନେ ନନ୍ଦି ଘୋଷ ରଥର ଚକ, ଦଣ୍ଡା, ଗୁଜ , ବାହ୍ୟ ଅଂଶରେ ଆବଶ୍ୟକ…