Below header
Browsing Tag

ratha work

ଅନିଶ୍ଚିତତା ଭିତରେ ଚାଲିଛି ବାରିପଦାର ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ, ଖାଲି ସରକାରଙ୍କ…

ମୟୁରଭଞ୍ଜ: କରୋନା ପାଇଁ ସାରା ବିଶ୍ବ ପ୍ରଭାବିତ । ଏହା ଭିତରେ ଅନିଶ୍ଚିତତା ଭିତରେ ବଳିପଡିଯିବାକୁ ବସିଛି ଅନେକ ପରମ୍ପରା । ଯାହା ଯୁଗ ଯୁଗ ଧରି ଚାଲିଆସୁଛି । ତେବେ କରୋନା କଟକଣା ସତ୍ୱେ ବାରିପଦାର ଶ୍ରୀ ଶ୍ରୀ ହରିବଳ ଦେବ ଜୀଉଙ୍କ ରଥଯାତ୍ରା ପାଇଁ ବେଶ ଚଳଚଞ୍ଚଳ ହୋଇ ଉଠିଛି ରଥଖଳା ।…

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ଆଜି ଚତୁର୍ଥ ଦିନ: ବର୍ତ୍ତମାନ ସୁଦ୍ଧା ୩୫ଟି ତୁମ୍ବ ଓ ଏହାର ସୂତା…

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ଆଜି ଚତୁର୍ଥ ଦିନ। ରଥ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ଵିତ କରିବା ପାଇଁ ଲାଗିପଡିଛନ୍ତି ବିଶ୍ୱକର୍ମା ମହାରଣା, ଭୋଇ, ରୂପକାର ଓ ସେବକ। ବର୍ତ୍ତମାନ ସୁଦ୍ଧା ୩୫ଟି ତୁମ୍ବ ଓ ଏହାର ସୂତା ବାଡିଆ କାର୍ଯ୍ୟ ଶେଷ ହୋଇଛି। ଏଥିସହ ପ୍ରତ୍ୟେକ ରଥର…

ରଥକାମ କରୁଥିବା ସେବକଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତ, ଅତିରିକ୍ତ ନିର୍ଦ୍ଦେଶକ…

ପୁରୀ: ରଥକାମ କରୁଥିବା ସେବକଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ହେବ। ସ୍ୱାସ୍ଥ୍ୟଯାଞ୍ଚ ପାଇଁ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତ ହୋଇଛନ୍ତି । ପୁରୀ ଜନସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ଦେବୀପ୍ରସାଦ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଲିଆଜନିଂ…

କେବେ ଆରମ୍ଭ ହେବ ରଥ ନିର୍ମାଣ? ଏନେଇ ସରକାର ନେବେ ନିଷ୍ପତ୍ତି, ଠିକ ସମୟରେ କାର୍ଯ୍ୟ ସରିବା ନେଇ ଆଶଙ୍କା

ପୁରୀ: ରଥନିର୍ମାଣ ପାଇଁ ସରକାର ନେବେ ନିଷ୍ପତ୍ତି । ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାମ ଆରମ୍ଭ ହୋଇପାରିନାହିଁ । ଗତକାଲି ରଥଖଳାରେ ବିଶ୍ୱକର୍ମା ମହାରଣାମାନେ ପହଞ୍ଚିଥିଲେ । କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମାଳ, ମହାପ୍ରସାଦ ଓ ନାରିକେଳ ଯୋଗାଇ ଦିଆଯାଇ…

ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ବଢିବା ପରେ ରଥନିର୍ମାଣ ଓ ରଥଯାତ୍ରା ହେବ କି ନାହିଁ? ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା…

ପୁରୀ: ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ବଢିବା ପରେ ରଥନିର୍ମାଣ ଓ ରଥଯାତ୍ରା ହେବ କି ନାହିଁ ସେ ସମ୍ପର୍କରେ ବୈଠକରେ ଆଲୋଚନା ହେବ। ଅପରାହ୍ନ ୪ଟାରେ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ବୈଠକ ବସିବ।…

ଦିନକ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ଶେଷ ପର୍ଯ୍ୟାୟରେ ତିନି ରଥର ନିର୍ମାଣ କାର୍ଯ୍ୟ

ପୂରୀ (କେନ୍ୟୁଜ୍) : ଦିନକ ପରେ ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ତିନି ରଥର ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ତିନି ରଥରେ କନା ପକାଇବା କାର୍ଯ୍ୟ ଶେଷ ହୋଇଛି। ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ରଥ କନା ପକାଯାଇଥିଲା। ଏଥିସହ ରଥର ଅବଶିଷ୍ଟ ଉପରିଭାଗ…

ରଥଖଳାରେ ଚଳଚଞ୍ଚଳ ରଥକାମ, ତୃତୀୟ ଭୂଇଁ ନିିର୍ମାଣ ଶେଷ ପରେ ପାରାଭାଡି କାମ ଆରମ୍ଭ

ପାଖେଇ ଆସୁଛି ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ରଥଖଳା। ବିଶ୍ୱକର୍ମାମାନେ ୩ ରଥର ନିର୍ମାଣ କାମକୁ ଜୋରସୋରରେ ଆଗେଇ ନେଉଛନ୍ତି। ଗତକାଲି ରଥରେ ୧୪ ନାହାକା ବୁଲିଛି। ଉପରେ ଦ୍ୱିତୀୟ ଭୂଇଁ ସଂଯୋଗ କରାଯାଇଛି। ତୃତୀୟ ଭୂଇଁ ନିିର୍ମାଣ ଶେଷ ହୋଇଛି। ଏହାପରେ ପୋଟଳ ଓ ପାରାଭାଡି କାମ ଆରମ୍ଭ ହୋଇଛି।…

ପାଖେଇ ଆସୁଛି ରଥଯାତ୍ରା, ଦ୍ରୁତ ଗତିରେ ଆଗେଇ ଚାଲିଛି ତିନି ରଥର ନିର୍ମାଣ କାମ

ପୁରୀ(କେନ୍ୟୁଜ୍): ପାଖେଇ ଆସୁଛି ରଥଯାତ୍ରା। ଦ୍ରୁତ ଗତିରେ ଆଗେଇ ଚାଲିଛି ତିନି ରଥର ନିର୍ମାଣ କାମ। ପବିତ୍ର ଦେବସ୍ନାନ ପୂର୍ଣ୍ଣମୀରେ ତିନି ରଥର ଚାରି ନାହାକା ପଡିବା ପରେ ରଥର ଉପରିଭାଗ କାମ ଆରମ୍ଭ ହୋଇଛି। ଏହା ମଧ୍ୟରେ ରଥରେ ଛନ୍ଦା ଗୟଳ ପକାଯାଇଛି।ତିନି ରଥରେ ଛନ୍ଦା ଗୟଳ ଓ ପୋଲ ଗୟଳ…

ପାଖେଇ ଆସୁଛି ଘୋଷଯାତ୍ରା, ଆଜି ଉଠିଲା ତିନି ରଥର ୪ ନାହାକ

ପୁରୀ: ସ୍ନାନ ପୂର୍ଣ୍ଣିମା ଅବସରରେ ରଥ ନିର୍ମାଣର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହୋଇଛି। ଆଜି ତିନି ରଥର ୪ ନାହାକ ଉଠିବା କାର୍ଯ୍ୟ ସଂପନ୍ନ ହୋଇଛି। ବିଶ୍ୱକର୍ମା ମହାରଣାମାନେ ଆଜି ସକାଳୁ ୩ ରଥର ୪ ନାହାକ ଉଠିବା ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ। ବିଶ୍ୱକର୍ମାଙ୍କ ସହ ଭୋଇ ସେବାୟତମାନେ ମିଶି ୩…

ରଥ ଖଳାରେ ଦ୍ରୁତଗତିରେ ଆଗେଇ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ

ପୁରୀ(କେନ୍ୟୁଜ୍): ବିଶ୍ୱ ପ୍ରସିଦ୍ଧ ରଥାଯାତ୍ରା ପାଇଁ ତିନି ରଥର ନିର୍ମାଣ କାର୍ଯ୍ୟ ରଥ ଖଳାରେ ଦ୍ରୁତଗତିରେ ଆଗେଇ ଚାଲିଛି। ତିନି ରଥର ୪୨ଟି ଚକ ସହ, ୨୧ଟି ଅଖ ସଂଯୋଗ ବା ଚକ, ଅଖ ଡେରା କାର୍ଯ୍ୟ ସରିଛି। ତିନି ରଥର ମୁଖ୍ୟ ବିଶ୍ୱକର୍ମା ମହାରଣାଙ୍କ ନିର୍ଦ୍ଦେଶ କ୍ରମେ,ଭୋଇ ସେବକମାନେ…