Below header

କଲରା ପତରିଆ ବାଘ ଛୁଆକୁ ମାରି ମାଂସ ବାଣ୍ଟିଥିବା ଅଭିଯୋଗ: ୧୧ ଅଭିଯୁକ୍ତ ଗିରଫ

ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି ରାଇକିଆ ବନ ବିଭାଗ । ଗତକାଲି ବିଳମ୍ବିତ ରାତିରେ ବାଦଗଡ଼ ଜଙ୍ଗଲରେ କଲରାପତରିଆ ବାଘକୁ ମାରି ୧୧ ଅଭିଯୁକ୍ତ ମାଂସ ଓ ଛାଲକୁ ନିଜ ଭିତରେ ଭାଗ ବାଣ୍ଟିଥିଲେ ।

କନ୍ଧମାଳ(କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ରାଇକିଆ ରେଞ୍ଜ ବାରବା ସେକ୍ସନ ବାଦଗଡ଼ ଜଙ୍ଗଲରେ ଏକ କଲରା ପତରିଆ ବାଘ ଛୁଆକୁ ମାରି ମାଂସ ବାଣ୍ଟିଥିବା ଅଭିଯୋଗରେ ୧୧ ଅଭିଯୁକ୍ତ ଗିରଫ । ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି ରାଇକିଆ ବନ ବିଭାଗ । ଗତକାଲି ବିଳମ୍ବିତ ରାତିରେ ବାଦଗଡ଼ ଜଙ୍ଗଲରେ କଲରାପତରିଆ ବାଘକୁ ମାରି ୧୧ ଅଭିଯୁକ୍ତ ମାଂସ ଓ ଛାଲକୁ ନିଜ ଭିତରେ ଭାଗ ବାଣ୍ଟିଥିଲେ ।

କରଡ଼ା, ବାରବା ଓ ରାଇକିଆ ବନବିଭାଗ ମିଳିତ ଭାବେ ଜଙ୍ଗଲରେ ଚଢ଼ାଉ କରି ଅଭିଯୁକ୍ତକୁ କାବୁ କରିଥିଲେ । ଅଭିଯୁକ୍ତମାନଙ୍କ ଠାରୁ ବାଘ ଛାଲ୍‌ , ମାଂସ ଏବଂ ନଖ ଜବତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.