Below header

ବସ୍-ସ୍କର୍ପିଓ ମୁହାଁମୁହିଁ ଧକ୍କା, ୧୨ ଯାତ୍ରୀ ଆହତ

ବସ୍-ସ୍କର୍ପିଓ ମୁହାଁମୁହିଁ ଧକ୍କା, ୧୨ ଯାତ୍ରୀ ଆହତ। ନୂଆପଡା ଜିଲ୍ଲା 353 ଜାତୀୟ ରାଜପଥର ତରବୋଡ଼ ସମ୍ଭବ ପ୍ରୋଜେକ୍ଟ ନିକଟରେ ଦୁର୍ଘଟଣା ଘଟିଛି ।

ନୂଆପଡା : ବସ୍-ସ୍କର୍ପିଓ ମୁହାଁମୁହିଁ ଧକ୍କା, ୧୨ ଯାତ୍ରୀ ଆହତ। ନୂଆପଡା ଜିଲ୍ଲା 353 ଜାତୀୟ ରାଜପଥର ତରବୋଡ଼ ସମ୍ଭବ ପ୍ରୋଜେକ୍ଟ ନିକଟରେ ଦୁର୍ଘଟଣା ଘଟିଛି । ଏଥିରେ ମୋଟ ୧୨ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ତରବୋଡ ସ୍ବାସ୍ଥ୍ୟକେନ୍ଦ୍ର ଓ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପହଂଚିଛି ତରବୋଡ ପୋଲିସ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.