Below header

ପୁରୀ : ଫ୍ଳାଇଂ ସ୍କ୍ବାଡର ଚଢାଉ ବେଳେ କାକଟପୁରରୁ ୧୬ଲକ୍ଷ ଟଙ୍କା ଜବତ

ପୁରୀ : କାକଟପୁରରୁ ୧୬ଲକ୍ଷ ଟଙ୍କା ଜବତ। ଫ୍ଳାଇଂ ସ୍କ୍ବାଡର ଚଢାଉ ବେଳେ ଏହି ଟଙ୍କା ଜବତ କରାଯାଇଥିବା ଜଣାପଡିଛି। ତେବେ ଏହା କାହାର ଟଙ୍କା ସେ ନେଇ କୌଣସି ସୂଚନା ମିଳିପାରିନଥିବା କହିଛନ୍ତି ପୁରୀ ଜିଲ୍ଲାପାଳ ଜ୍ଯୋତିପ୍ରକାଶ ଦାଶ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.