କଟକରେ ଭାରତ ବନ୍ଦ ବେଳେ ଏଟିଏମ ଭଙ୍ଗା ରୁଜା ଘଟଣା, ନଗର କଂଗ୍ରେସ ସଭାପତି ଗିରିବାଳା ବେହେରାଙ୍କ ସମେତ ୧୯ ଗିରଫ

କଟକ(କେନ୍ୟୁଜ୍): ଭାରତ ବନ୍ଦ ବେଳେ ବାଦାମବାଡିରେ ଗଣ୍ଡଗୋଳ ଘଟଣା। କଟକ ନଗର କଂଗ୍ରେସ ସଭାପତି ଗିରିବାଳା ବେହେରାଙ୍କ ସମେତ ୧୯ ଗିରଫ। ଏମାନଙ୍କ ମଧ୍ୟରେ ୧୨ ପୁରୁଷ ଓ ୭ ଜଣ  ମହିଳା ଗିରଫ ହୋଇଛନ୍ତି। ଏକ ଏଟିଏମ ଭଙ୍ଗା ରୁଜା ନେଇ ହୋଇଥିଲା ମାମଲା।

କେନ୍ଦ୍ରର ନୂଆ କୃଷି ଆଇନ୍ ଉଚ୍ଛେଦ ଦାବିରେ ଦେଶର ଚାଷୀ ସଂଗଠନ ଭାରତ ବନ୍ଦ ଡାକରା ଦେଇଥିଲେ। ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇ ରାସ୍ତାକୁ ଓହ୍ଲାଇଥିଲା କଂଗ୍ରେସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.