Below header

ଢେଙ୍କାନାଳ ଟାଟା ଷ୍ଟିଲ ମେରାମୁଣ୍ଡଳି ପାଓ୍ଵାରପ୍ଲାଣ୍ଟରେ ବ୍ଲାଷ୍ଟ, ୧୯ ଗୁରୁତର

ଅନଲାଇନ ସ୍କିନଲାଇନିଂ କାମ ଚାଲିଥିଲା ବେଳେ ଅତ୍ୟଧିକ ଚାପରେ ପ୍ରୋଜେକ୍ଟଟି ବ୍ଲାଷ୍ଟିଂ ହୋଇଛି । ପ୍ରାୟ ୧୯ ଜଣ  ଗୁରୁତର ହୋଇଥିବା ସୂଚନା ମିଳିଛି । ଡିପାର୍ଟମେଣ୍ଟ ମୁଖ୍ୟ  ମେକାନିକାଲର ମଧ୍ୟ ଗୁରୁତର ହୋଇଛନ୍ତି । କମ୍ପାନୀ ପକ୍ଷରୁ ସଠିକ ତଥ୍ୟ  ମିଳିପାରି ନାହିଁ ।

ଢେଙ୍କାନାଳ(କେନ୍ୟୁଜ୍):ଢେଙ୍କାନାଳ ଟାଟାଷ୍ଟିଲ ମେରାମଣ୍ଡଳୀ ଫେଜ ୨ର BAPP-2 Powerplantରେ ଦୁର୍ଘଟଣା । ଅନଲାଇନ ସ୍କିନଲାଇନିଂ କାମ ଚାଲିଥିଲା ବେଳେ ଅତ୍ୟଧିକ ଚାପରେ ପ୍ରୋଜେକ୍ଟଟି ବ୍ଲାଷ୍ଟିଂ ହୋଇଛି । ପ୍ରାୟ ୧୯ ଜଣ  ଗୁରୁତର ହୋଇଥିବା ସୂଚନା ମିଳିଛି । ଡିପାର୍ଟମେଣ୍ଟ ମୁଖ୍ୟ  ମେକାନିକାଲର ମଧ୍ୟ ଗୁରୁତର ହୋଇଛନ୍ତି । କମ୍ପାନୀ ପକ୍ଷରୁ ସଠିକ ତଥ୍ୟ  ମିଳିପାରି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.