Browsing Tag

tata steel

ଟାଟା ଷ୍ଟିଲ ମେରାମଣ୍ଡଳୀ କାରଖାନାରେ ଦୁର୍ଘଟଣା, ଜଣେ ମୃତ

ଢେଙ୍କାନାଳ: ଢେଙ୍କାନାଳ ଟାଟା ଷ୍ଟିଲ ମେରାମଣ୍ଡଳୀ କାରଖାନା ପରିସରରେ ଦୁର୍ଘଟଣା ।  ଜଣେ ଶ୍ରମିକ ମୃତ ।  ମୃତକ ହେଲେ ଝାଡଖଣ୍ଡ ଜାମତାରା ଜିଲ୍ଲା ନାରାୟଣପୁର ଜିଲ୍ଲାର ଅବଦୁଲ ରାଉପ୍ ।  ସେ TSMର ହଟ୍ ଷ୍ଟ୍ରିପ୍ ମିଲରେ କାର୍ଯ୍ୟରତ ଥିଲେ। ୪୨ ବର୍ଷିୟ ଅବଦୁଲ ସବସିଡାରୀ କମ୍ପାନୀ ଟାଟାଷ୍ଟିଲ…

ଅଶାନ୍ତ କଳିଙ୍ଗ ନଗର: ଜଣେ ସୁରକ୍ଷା କର୍ମୀଙ୍କ ନାଁରେ ଥାନାରେ ଏତଲା, ଅନ୍ୟ ୩ ଅଟକ

ଯାଜପୁର : ଟାଟା ପାଇଁ କଳିଙ୍ଗ ନଗର ପୁଣି ଅଶାନ୍ତ । ଆନ୍ଦୋଳନକାରୀଙ୍କୁ ସୁରକ୍ଷା କର୍ମୀ ଲଗାଇ ମାଡ ମାରିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଆଇନ୍ ଶୃଙ୍ଖଳା ଦୃଷ୍ଟରୁ ଟାଟା ସମ୍ମୁଖରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ଟାଟା କାରଖାନା ସାମ୍ନାରେ ବିସ୍ଥାପିତ ପରିବାରର ମହିଳା…

ଅଶାନ୍ତ କଳିଙ୍ଗନଗର ଆନ୍ଦୋଳନକାରୀଙ୍କୁ ସୁରକ୍ଷାକର୍ମୀ ନିସ୍ତୁକ ମାଡ, ମହିଳା ଗୁରୁତର

ଯାଜପୁର : ଅଶାନ୍ତ କଳିଙ୍ଗନଗର ।  ଟାଟା କାରଖାନା ଫାଟକ ସାମ୍ନାରେ ବିସ୍ଥାପିତଙ୍କ ଧାରଣା ବେଳେ ଉତ୍ତେଜନା । ଗତକାଲି ବିଳମ୍ବିତ ରାତିରେ ଟାଟା ପରିଚାଳିତ ନୀଳାଚଳ କାରଖାନା ସମ୍ମୁଖରେ ଧାରଣାରତ ଆନ୍ଦୋଳନକାରୀଙ୍କୁ ସୁରକ୍ଷାକର୍ମୀ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି ।  ମହିଳାଙ୍କୁ…

ଓଡ଼ିଶା ଉପରେ ଥିଲା ରତନ ଟାଟାଙ୍କ ଫୋକସ୍, ଆରମ୍ଭ କରିଥିଲେ କଳିଙ୍ଗନଗରରେ ଟାଟା ଷ୍ଟିଲ ପ୍ଲାଣ୍ଟ

ରତନ ଟାଟାଙ୍କୁ ଝୁରୁଛି ଓଡ଼ିଶା ।  ଓଡ଼ିଶା ଶିଳ୍ପାୟନରେ ରତନ ଟାଟାଙ୍କ ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା ।  ରତନ ଟାଟାଙ୍କ ଫୋକସରେ ଥିଲା ଓଡ଼ିଶା ।  ତାଙ୍କ ସମୟରେ ଓଡ଼ିଶାରେ ଯାଜପୁର ଜିଲ୍ଲା କଳିଙ୍ଗ ନଗରରେ ଟାଟା ନିର୍ମାଣ କରିଥିଲା ଷ୍ଟିଲ ପ୍ଲାଣ୍ଟ ।  ପ୍ରଥମେ ଏହାର ଉତ୍ପାଦନ କ୍ଷମତା ଥିଲା ୩…

ବିଶ୍ୱ ଦକ୍ଷତା କେନ୍ଦ୍ରର ୭୩ ଜଣ ଛାତ୍ରଛାତ୍ରୀଙ୍କୁ ଟାଟା ଷ୍ଟିଲରେ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର :  ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ପାଠ୍ୟକ୍ରମ ଶେଷ କରିଥିବା ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର କମ୍ପାନିରେ ନିଯୁକ୍ତି ସୁଯୋଗ ଦିଆଯାଉଛି ।  ଏହି କ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଟାଟା ଷ୍ଟିଲ…

ଢେଙ୍କାନାଳ ଟାଟା ଷ୍ଟିଲ ମେରାମୁଣ୍ଡଳି ପାଓ୍ଵାରପ୍ଲାଣ୍ଟରେ ବ୍ଲାଷ୍ଟ, ୧୯ ଗୁରୁତର

ଢେଙ୍କାନାଳ(କେନ୍ୟୁଜ୍):ଢେଙ୍କାନାଳ ଟାଟାଷ୍ଟିଲ ମେରାମଣ୍ଡଳୀ ଫେଜ ୨ର BAPP-2 Powerplantରେ ଦୁର୍ଘଟଣା । ଅନଲାଇନ ସ୍କିନଲାଇନିଂ କାମ ଚାଲିଥିଲା ବେଳେ ଅତ୍ୟଧିକ ଚାପରେ ପ୍ରୋଜେକ୍ଟଟି ବ୍ଲାଷ୍ଟିଂ ହୋଇଛି । ପ୍ରାୟ ୧୯ ଜଣ  ଗୁରୁତର ହୋଇଥିବା ସୂଚନା ମିଳିଛି । ଡିପାର୍ଟମେଣ୍ଟ ମୁଖ୍ୟ …

ଭାରତର ଇସ୍ପାତ ପୁରୁଷ ତଥା ଟାଟା ଷ୍ଟିଲର ପୂର୍ବତନ ଏମଡି ଜାମସେଦ ଜେ ଇରାନୀଙ୍କ ପରଲୋକ

ଟାଟା ଷ୍ଟିଲର ପୂର୍ବତନ ପ୍ରବନ୍ଧକ ନିର୍ଦ୍ଦେଶକ(ଏମଡି) ତଥା ଭାରତର ଷ୍ଟିଲ ମ୍ୟାନ୍‌, ପଦ୍ମଭୂଷଣ ଡ. ଜାମସେଦ ଜେ ଇରାନୀଙ୍କ ପରଲୋକ ହୋଇଛି। ଜାମସେଦପୁର ଟାଟା ମେନ ହସ୍ପିଟାଲ୍ରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ଟାଟା ଷ୍ଟିଲ ପକ୍ଷରୁ ଏହି…

ଜାନୁୟାରୀ ୧୨ରେ ଅନୁଷ୍ଠିତ ହେବ ଭୁବନେଶ୍ୱରରେ ଟାଟା ଷ୍ଟିଲ ଭୁବନେଶ୍ୱର ହାଫ ମାରାଥାନ୍‌ ପଞ୍ଚମ ସଂସ୍କରଣ

ଆସନ୍ତା ଜାନୁୟାରୀ ୧୨ରେ ଭୁବନେଶ୍ୱରରେ ଟାଟା ଷ୍ଟିଲ ଭୁବନେଶ୍ୱର ହାଫ ମାରାଥାନ୍‌ ପଞ୍ଚମ ସଂସ୍କରଣ ଅନୁଷ୍ଠିତ ହେବ । ଏଥିରେ ୫ହଜାର ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ । ତିନୋଟି କ୍ୟାଟେଗୋରୀରେ ହେବ ଏହି ମାରାଥାନ୍‌ । ୨୧କିଲୋମିଟର ପାଇଁ ୧୮ବର୍ଷରୁ ଅଧିକ ପୁରୁଷ ଓ ମହିଳା ଭାଗ ନେଇ ପାରିବେ ।…

୩ ହଜାର କର୍ମଚାରୀଙ୍କ ଛଟେଇ କରିବ ଟାଟା ଷ୍ଟିଲ କମ୍ପାନୀ

ଟାଟା ଷ୍ଟିଲ ୟୁରୋପ କମ୍ପାନୀ ପକ୍ଷରୁ ୩ ହଜାର କର୍ମଚାରୀମାନଙ୍କର ଛୁଟି ଘୋଷଣା କରାଯାଇଛି। ଏହି କର୍ମଚାରୀମାନଙ୍କ ମଧ୍ୟରୁ ୧ ହଜାର କର୍ମଚାରୀ ଟାଟା ଷ୍ଟିଲ ୟୁକେ ଯିବେ। ଅନ୍ୟପଟେ ଆଉ ଏକ ମ୍ପାନୀ ଟାଟା ମୋଟର୍ସ ନିଜର ୧ହଜାର ୬ଶହ କର୍ମଚାରୀମାନଙ୍କୁ ଭିଆରଏସ ଦେବାର ଘୋଷଣା କରିଛି। ଟାଟା ଷ୍ଟିଲ…

ଟାଟା ପକ୍ଷରୁ ଆୟୋଜିତ ହେଲା ମିଡ଼ିଆ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ, ପ୍ରଥମ ସଂସ୍କରଣରେ ସୁକିନ୍ଦା ମିଡ଼ିଆ ଏକାଦଶ ଚମ୍ପିୟନ୍

ଯାଜପୁର ଟାଉନ: ଟାଟା ଷ୍ଟିଲ କଳିଙ୍ଗନଗର ପ୍ଲଟ୍-୨ ସ୍ପୋଟ୍ସ କମ୍ପେ୍ଲକ୍ସ ପଡ଼ିଆରେ ଆଜି ଟାଟା ଷ୍ଟିଲ ପକ୍ଷରୁ ଆୟୋଜିତ ମିଡ଼ିଆ କପ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସୁକିନ୍ଦା ମିଡ଼ିଆ ଏକାଦଶ ଫାଇନାଲ୍ ମ୍ୟାଚ ରେ ବ୍ୟାସନଗର ମିଡ଼ିଆ ଏକାଦଶକୁ ୪-୦ଗୋଲରେ ହରାଇ ଟାଟା ଷ୍ଟିଲ ମିଡ଼ିଆ ଫୁଟବଲ କପର ପ୍ରଥମ…

ଆରମ୍ଭ ହେଲା ଟାଟା ଷ୍ଟିଲ୍ ହାଫ୍ ମାରାଥନ୍ ୨୦୧୯

ଭୁବନେଶ୍ବର (କେନ୍ୟୁଜ୍) : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରୁ ଏହି ମାରାଥନ୍ ଆରମ୍ଭ ହୋଇଛି। ଜାତୀୟ ଯୁବ ଦିବସ ଅବସରରେ ୨୦୧୬ରୁ ପ୍ରତିବର୍ଷ ଜାନୁୟାରୀ ମାସରେ ଏହି ମାରାଥନ୍ କରାଯାଉଛି। କ୍ରୀଡା ଓ ଯୁବସେବା ବିଭାଗ ଓ ଟାଟାଷ୍ଟିଲର ମିଳିତ ପ୍ରୟାସରେ ଆରମ୍ଭ ହୋଇଛି ଏହି ମାରାଥନ କାଯ୍ୟକ୍ରମ ।…