Below header

ରଥଯାତ୍ରାରେ ଅଘଟଣ, ରଥଟଣା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ଭକ୍ତ ମୃତ

ଯାଜପୁର କାଳିଆପାଣି ଥାନା ଟାଟା ମାଇନସ୍ କଲୋନୀ ପରିସରରେ ରଥ ଟଣା ବେଳେ ଅଘଟଣ। ଲୌହ ନିର୍ମିତ ରଥ ଟଣା ବେଳେ ତାହା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ମୃତ ହୋଇଥିବା ବେଳେ ୭ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ମୃତକ ଦୁଇଜଣ ହେଲେ ବିହାର ରାଜ୍ୟ ଛପରା ଜିଲାର ଭରତ ରାୟ ଓ ଢେଙ୍କନାଳ ଜିଲା କାମାକ୍ଷାନଗର ଅଞ୍ଚଳର ସୁଚିତ୍ର ଲେଙ୍କା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.