Below header

ଟାଙ୍ଗୀ ରେଞ୍ଜ ହଜ ନିକଟ କଲରାଝର ଗାଁରେ ଅଘଟଣ: ଘରେ ଶୋଇଥିବା ବେଳେ ଦଳିଦେଲା ହାତୀ, ଚାଲିଗଲା ୨ଜୀବନ

ଟାଙ୍ଗୀ: ଘରେ ଶୋଇଥିବା ବେଳେ ଦଳିଦେଲା ହାତୀ । ଚାଲିଗଲା ୨ ଜଣଙ୍କ ଜୀବନ । ଘଟଣା ଘଟିଛି ଟାଙ୍ଗୀ ରେଞ୍ଜ ହଜ ନିକଟ କଲରାଝର ଗାଁରେ । ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.