Below header

ଦୁଇ ଓଡିଆ ଶିକ୍ଷକ ରାଷ୍ଟ୍ରପତିଙ୍କ ଠାରୁ ପାଇଲେ ଜାତୀୟ ଶିକ୍ଷକ ପୁରସ୍କାର

 କେନ୍ୟୁଜ୍(ବ୍ୟୁରୋ): ଗୁରୁଙ୍କୁ ସମ୍ମାନ । ପବିତ୍ର ଗୁରୁଦିବସ ଅବସରରେ ଶିକ୍ଷକ ମାନଙ୍କୁ ସମ୍ମାନୀତ କରିଛନ୍ତି ରାଷ୍ଟ୍ରପତି । ୪୪ ଜଣ ଶିକ୍ଷକଙ୍କୁ ସମ୍ମାନିତ କରିଛନ୍ତି ରାମନାଥ କୋବିନ୍ଦ । ଭିଡିଓ କନଫରେନ୍ସି ମାଧ୍ୟମରେ ଏହି ଶିକ୍ଷକଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ।

ଓଡ଼ିଶାର ଦୁଇ ଜଣ ଶିକ୍ଷକଙ୍କୁ ସମ୍ମାନିତ କରାଯାଇଛି । ଭଦ୍ରକର ଅଶୋକ କୁମାର ଶତପଥୀ ଏବଂ ଗଞ୍ଜାମ ଛତ୍ରପୁରର ଅଜିତ କୁମାର ସେଠୀଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ଦିଆଯାଇଛି । ଶିକ୍ଷକଙ୍କ ପାଇଁ ଏହି ରାଷ୍ଟ୍ରୀୟ ପୁରସ୍କାର ୧୯୫୮ରେ ଆରମ୍ଭ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.