ଫ୍ଯାନଙ୍କ ଇଚ୍ଛା ହେଲା ପୂର୍ଣ୍ଣ ‘ ମ୍ଯୁଜିକ ଭିଡିଓ ‘ସୁନ୍ ଲେ ଜରା’ରେ ଏକାଠି ନଜର ଆସିବେ ଗୌତମ-ପଙ୍ଖୁଡି

୨୦୧୮ରେ ପରେ ଗୌତମ ରୋଡ ଏବଂ ପଙ୍ଖୁଡି ଅବସ୍ଥୀଙ୍କ ଅନସ୍କ୍ରିନ ରୋମାନ୍ସ ଦେଖିବା ପାଇଁ ଫ୍ଯାନ ଉତ୍ସୁକ ରହିଛନ୍ତି। ଏବେ ଫ୍ଯାନଙ୍କ ଇଚ୍ଛା ପୂରଣ ହେବାକୁ ଯାଉଛି। ଦୁହେଁ ଏବେ ମ୍ଯୁଜିକ ଭିଡିଓ ‘ ସୁନ୍ ଲେ ଜରା’ ରୋମାଣ୍ଟିକ ଭିଡିଓରେ ଏକାଠି ନଜର ଆସିବେ।

ଦୁନିଆର ସବୁଠାରୁ ସୁନ୍ଦର ଏବଂ ରୋମାଣ୍ଟିକ ଜାଗା କାଶ୍ମୀରରେ ସୁଟିଂ ହୋଇଛି। ଏହାର ପୋଷ୍ଟର ରିଲିଜ ହୋଇଛି। ପଙ୍ଖୁଡିଙ୍କ ସହିତ କାମ କରିବା ନେଇ ବହୁତ ଉତ୍ସାହିତ ରହିଛନ୍ତି ଗୌତମ।

 

View this post on Instagram

 

A post shared by Gautam Rode (@rodegautam)

ଦୁହେଁ ପରସ୍ପର ସହିତ କାମ କରିବାକୁ ନେଇ ବେଶ ଖୁସି ରହିଛନ୍ତି। ବିବାହ ପରେ ଦୁହେଁ ପ୍ରଥମ ଥର ପାଇଁ ଏକାଠି ମ୍ଯୁଜିକ ଭିଡିଓରେ ନଜର ଆସିବେ। ଏହି ମ୍ଯୁଜିକ ଭିଡିଓ ଆସନ୍ତାକାଲି ରିଲିଜ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.